Home Breaking News / ତାଜା ଖବର କିରୋସିନି ଢାଳି ପୋଡି ମାରିଦେବାକୁ ଉଦ୍ୟମ

କିରୋସିନି ଢାଳି ପୋଡି ମାରିଦେବାକୁ ଉଦ୍ୟମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର):ନବ ବିବାହିତାଙ୍କୁ କିରୋସିନି ଢାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ରେ ସ୍ବାମୀ ଓ ଶାଶୁ ଗିରଫ । ଗାଙ୍ଗପୁର ଥାନା ଅନ୍ତର୍ଗତ କେ.ନୂଆଁଗଡ ଗାଁ ର ଘଟଣା । ଅଧିକ ଯୌତୁକ ଆଣିବା କୁ ଧମକ ଦେଉଥିଲେ ସ୍ୱାମୀ ଓ ଶାଶୁ । ସୂଚନା ଦେଲେ ଗାଙ୍ଗପୁର ଥାନାଧିକାରୀ ।

related posts

Leave a Comment