Home Breaking News / ତାଜା ଖବର ଲକ୍ଷ୍ମୀପୁର ବିଜେପି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଲକ୍ଷ୍ମୀପୁର ବିଜେପି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଲଷ୍ମୀପୁର(ରଞ୍ଜିତ ମହାନନ୍ଦିଆ): ସାରା ରାଜ୍ୟରେ କରୋନା ମହାମାରୀ ର ଭୟାବୋହ ଲାଗି ରହି ଥିବା ବେଳେ କୋରାପୁଟ ଜିଲ୍ଲା ଓ ଲକ୍ଷ୍ମୀପୁର ବ୍ଲକ ରେ ମଧ୍ୟ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢ଼ି ବାରେ ଲାଗିଛି । ଓ ଅନେକ ଲୋକ ମୃତ୍ୟୁ ବରୋଣ କରୁଛନ୍ତି। ଏହି ସମୟରେ କୋଭିଡ୍ ପରିଚାଳନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ସହାୟତା ଜଗାଇ ଆସୁ ଥିଲେ ମଧ୍ୟ । ରାଜ୍ୟ ସରକାର ତାହା ପରିଚାଳନା କରିବାରେ ସମ୍ପୂର୍ଣ ବିଫଳ ହୋଇ ଥିବା ଦର୍ଶାଇ। ବିଜେପି ଲକ୍ଷ୍ମୀପୁର ତରଫରୁ . ବିଜେପି ବିଧାୟକ ପ୍ରାଥୀ:କୁମୁଦ ଚନ୍ଦ୍ର ସାଉନ୍ତା ଜିଲ୍ଲା ଉପ ସଭାପତି ନକୁଳ ବିଶୋଇ , ମଣ୍ଡଳ ସଭାପତି ଶର୍ମା ହିକକା , ବାବୁଲା ମହାରଣା ଏବଂ ଯୁବ ନେତା ମନଜ ସାହୁ , ଦୂର୍ଜ ହିକକା ସମେତ । ଲକ୍ଷ୍ମୀପୁର ଗଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ସଦାଶିବ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ !

related posts

Leave a Comment