Home Breaking News / ତାଜା ଖବର ଫୁଲବାଣୀରୁ ୧୭: ଜିଲ୍ଲାରେ ୮୭ ନୁତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୧୭: ଜିଲ୍ଲାରେ ୮୭ ନୁତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ ସୋମବାର୮୭ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ସର୍ବାଧିକ ୧୭ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ଅମଲାପଡ଼ାରୁ ୭ଜଣ , କେନ୍ଦୁପଦରରୁ ୪ଜଣ, ଓମୁଖୀ ସାହିରୁ ୨, ଜଣ କରୋନାପଜିଟିଭ ଚିହ୍ନଟ ହୋଇଥିବାବେଳେ ଏଫସିଆଇ ଦାର୍ମିଙ୍ଗା, ମାଷ୍ଟ୍ରପଡ଼ା ଓ ଆଇଟିଡିଏ କଲୋନୀ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ଫଳରେ ସହରର ୧୩ଟି ଯାକ ୱ।ର୍ଡରେ ଦିନକୁ ଦିନ ମାଇକ୍ରୋ କଣ୍ଚେନମେଣ୍ଟ ସଂଖ୍ୟା ବଢିବାରେ ଲାଗିଛି । ଆଜିକାଲି ସହରବାସୀ ମଧ୍ୟ କରୋନା ଓପୋଲିସ ଭୟ ଯୋଗୁଁ ବାହାରକୁ ବାହାରିବା ପାଇଁ ଡରିଲେଣି।

ସେହିପରି ସୋମବାରବାଲିଗୁଡ଼ା ସହରରୁ ୬ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ୪ଜଣ, ,ଦ।ରିଙ୍ଗବାଡି ୧୨,ଜଉଦୟଗିରି ୪,,କନୁଆଗାଁ ୩.ଖଜୁରିପଡା ୩, ଫିରିଙ୍ଗିଆ ୭ ତୁମୁଡିବନ୍ଧ ୭, କୋଟଗଡ ୮ଓ ଚକାପାଦ ରୁ ୫ଜଣ, ଟିକାବାଲି ୨ଓ ରାଇକିଆ ବ୍ଳକ ରୁ ୫ଜଣପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳର ଜ6ଣବାହାରେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ତେବେ ଫୁଲବାଣୀ ସହରରେ ବର୍ଦ୍ଧିତ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦେଖି ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଲେଣି ।
ଆଜିର ୮୭ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୮୯ ୪ ଜଣ ପଜିଟିଭ ରୋଗୀ ଚିକିତ୍ସିତ 6 ହେଉଛନ୍ତି । ସେହିପରି ବର୍ତ୍ତମାନ ସୁଧା ଜିଲ୍ଲାରେ ୭ ୮୪୯କରୋନାସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ ମୋ ଟ ୬୯୧୮ଜଣ ସୁସ୍ଥ ହୋଇସାରିଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇ ୩୭ ଜଣ ଙ୍କ ମୃତ୍ୟୁ ଘଟିଛି ।
ଜିଲ୍ଲାପ୍ରଶାସନ ପକ୍ଷରୁ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ସତର୍କ ନଜର ରଖାଯାଉଥିବା କଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି।

related posts

Leave a Comment