Home Breaking News / ତାଜା ଖବର କରୋନା ମହାମାରୀ ଲୋକଙ୍କ ଜୀବନ ଛଡାଇ ନେଉଥିବାବେଳେ ଅନ୍ୟପଟେ ଲୁଟେରା ଛଡାଇ ନେଉଛି ଧନ

କରୋନା ମହାମାରୀ ଲୋକଙ୍କ ଜୀବନ ଛଡାଇ ନେଉଥିବାବେଳେ ଅନ୍ୟପଟେ ଲୁଟେରା ଛଡାଇ ନେଉଛି ଧନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର): ଗଞ୍ଜାମ ଜିଲ୍ଲାରେ ଭୟାବହ କରୋନା ମହାମାରି ଲାଗିରହିଥିବା ନେଈ ପ୍ରତ୍ଯୋକ ଶହର କୁ ପ୍ରଶାଷନ ତରଫରୁ ଲକଡାଉନ ଓ ସଟ୍ ଡାଉନ୍ କରାଯାଈଛି ଓ ଏମିତିକି କୋଭିଡି ନିୟମ କୁ ମଧ୍ୟ ବୁଗୁଡା ଶହରରେ କଡାକଡି କରାଯାଉଛି ଓ ରାସ୍ତା ଘାଟରେ ମଧ୍ୟ ସ୍ଥାନିୟ ପ୍ରଶାସନ ଙ୍କ ର କାଳେ ଚେକିଙ୍ଗ୍ କରାଯାଉଥିବା ଭୟରେ ପଙ୍କଳବାଡି ଗ୍ରାମର ରାଜା ବିଶୋୟୀ ସେ ଏକ ମୋଟର ସାଈକଲ ଯୋଗେ ଶହରର ମୂଖ୍ୟ ରାସ୍ତା ଭିତରେ ପ୍ରବେସ ନକରି ଅନ୍ଯପଟ ରାସ୍ତା ଯାହାକି ବୁରୁଝୋଳା ଠାରୁ ଲକ୍ଷ୍ମିପୁର ଗ୍ରାମ ର କେନାଲ ରାସ୍ତା ଦେଈ ରାଜା ବିଶୋୟୀ ଗୋଳାବନ୍ଧ ପଞ୍ଚାୟତରେ ଥିବା ଲୋକନାଥ ପୁର ଗ୍ରାମକୁ ତାଙ୍କ ସମ୍ପର୍କୀୟ ଙ୍କ ଘରକୁ 25,000 ଟଙ୍କା ଧରି ଜାଉଥିବା ବେଳେ ବୁରୁଝୋଳା ନିକସ୍ଥ ଏକ କେନାଲ ରାସ୍ତାରେ ଲୁଟେରା ମାନେ ଛଡାଈ ନେଇ ଚମ୍ପଟ ମାରିଛନ୍ତି ଓ ଲୁଟେରା ମାନେ ରାଜା ବିଶୋୟି ଙ୍କ ହାତକୁ ଭୁସି ଚାଲିଯାଈଥିବା ମଧ୍ୟ ରାଜା ବିଶୋୟିଙ୍କ ସମ୍ପର୍କୀୟ ମାମୁଁ କହିଛନ୍ତୀ ା ଘଟିଥିବା ଘଟଣାର ସମ୍ମୁଖିନ ହୋଈଥିବା ରାଜା ବିଶୋୟି
ବୁଗୁଡା ଥାନାରେ ଏତଲା ଦାୟର କରିଛନ୍ତି ା ବର୍ତ୍ତମାନ ବୁଗୁଡା ପୋଲିସ୍ ଏହାର ତଦନ୍ତ ଚଳାଈଛୀ ତଦନ୍ତ ପରେ ଏହାର ପ୍ରକୁତ ସତ୍ଯାସତ୍ଯ ପଦାକୁ ଆସିବ ବୋଲି ଜଣାପଡିଛି ା

related posts

Leave a Comment