ଜଗତସିଂହପୁର(ସୁମନ ଜେନା): ପାରାଦୀପ ଉପକଣ୍ଠରେ ଗଢ଼ିଉଠିଥିବା ପାରାଦୀପ ଫଷପେଟ ପ୍ରାଇଭେଟ ଲିମିଟେଡ଼ ର ଶ୍ରମିକ ମାନକ ପ୍ରତି ଚରମ ଅବହେଳାର ଦୃଢ଼ପ୍ରତିବାଦ ର ଆନ୍ଦୋଳନାତ୍ମକ ଆମରଣ ଅନଶନ ନେଇ 3ୟ ଦିନରେ ପହଂଚିଛି ଶ୍ରମିକ ସଂଗଠନ… ଏହି 3ୟ ଦିନର ଶ୍ରମିକ ସଂଗଠନ ସେମାନଙ୍କ ନାର୍ଯ୍ୟ ଦାବି ନେଇ କମ୍ପାନୀ କତୃପକ୍ଷ ସେମାନଂକର ଦାବିକୁ କେତେଦୂର ଗ୍ରହଣ କରିଛନ୍ତି ଅବା ନକରିଛନ୍ତି
ଶ୍ରମିକ ସଂଗଠନର କହିବା ଅନୁଯାଇ ଗତ ଦୁଇ ଦିନ ଠାରୁ ଆଜି ପର୍ଯ୍ୟନ୍ତ ସେମାନଂକର ନାର୍ଯ୍ୟ ଦାବି ଉପରେ କୌଣସି ମୁହଁ ଖୋଲିନାହାନ୍ତି କମ୍ପାନୀ କତ୍ତୃପକ୍ଷ ଓ ଠିକାଦାର. ଆହୁରି ମଧ୍ୟ ଶ୍ରମିକ ମାନଙ୍କର ଅଭିଯୋଗ ସେମାନଂକର ୟୁନିଅନ କୁ କୌଣସି ସୂଚନା ପ୍ରଦାନ କରିନାହାନ୍ତି କମ୍ପାନୀ କତୃପକ୍ଷ… ଶ୍ରମିକ ମାନଙ୍କର କହିବା ଅନୁଯାଇ PPL ର କିଛି ଆଗଧାଡିର କର୍ମଚାରୀ ଶ୍ରମିକ ୟୁନିଅନ କୁ ଆସୁଥିବାରୁ ସେମାନଂକୁ ନିର୍ଯାତନା ଦିଆଯାଉଛି… ଯେମିତିକି ଆକ୍ସନ ମୁଡ଼ ରେ PPLର କତୃପକ୍ଷ…. ଦେଖନ୍ତୁ ଏହି ଭିଜୁଆଲ… ସାଧାରଣରେ ଏବେ ଗୋଟେ ପ୍ରଶ୍ନ ସାମ୍ନାକୁ ଆସିଛି ଯେଉଁ ଶ୍ରମିକ ମାନେ ସେମାନଙ୍କ ତୁଣ୍ଡ ଝାଳ ମୁଣ୍ଡରେ ମାରି ଗୋଟେ ଅନୁଷ୍ଠାନକୁ ନିମ୍ନରୁ ଉଚ୍ଚ ସୋପାନରେ ନେଇ ଅବସ୍ଥାପିତ କରନ୍ତି ସେମାନଂକୁ ଏତେ ଅବହେଳିତ ନିଷ୍ପେସିତ କଣ ପାଇଁ ?….ଏବେ ସାଧାରଣରେ ଗୋଟେ ଚର୍ଚ୍ଚା କମ୍ପାନୀ କତୃପକ୍ଷ ଶ୍ରମିକ ମାନଙ୍କର ଦାବି କୁ କେବେ ଗ୍ରହଣ କରୁଛନ୍ତି