Home Breaking News କୁକୁର ଦଳର ମୁହଁକୁ ବିଲେଇ ଛୁଆକୁ ଫିଙ୍ଗି ହଟହଟା ହେଲେ ବୟସ୍କ

କୁକୁର ଦଳର ମୁହଁକୁ ବିଲେଇ ଛୁଆକୁ ଫିଙ୍ଗି ହଟହଟା ହେଲେ ବୟସ୍କ

by Times One Odia
Share with
     
 
 
   

କୁକୁର ଦଳର ମୁହଁକୁ ବିଲେଇ ଛୁଆକୁ ଫିଙ୍ଗି ହଟହଟା ହେଲେ ବୟସ୍କ । ଏଭଳି ଅଭାବନୀୟ ଘଟଣା ଘଟିଛି ଇନ୍ଫୋସିଟି ଅଂଚଳରେ । ବିଳେଇକୁ ଫିଙ୍ଗି ଦେବାରୁ କୁକୁର ମାରି ଖାଇଦେଇଥିଲା ଏହାପରେ ତାଙ୍କ ପଡୋଶୀ ଏନେଇ ଇନ୍ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଳେଇକୁ ଫିଙ୍ଗି ଦେଇଥିବା ମୁରଲୀଧର ବେହେରାଙ୍କ କାରନାମା ସିସିଟିଭିରେ କୟଦ ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ଘରେ ବିଲେଇ ପସିଯିବାରୁ ସେ କୁକୁରକୁ ଦେଉଥିବା ଭିଡ଼ିଓ କୟଦ ହୋଇଥିଲା। ଏହି ଘଟଣା ପରେ ଅଭିଯୋଗକାରୀ ଗୌରବ ଥାନାରେ ଅଭିଯୋଗ ଆଧାରରେ ଘରେ ପହଂଚିଯାଇଥିଲା ପୋଲିସ । ସେଠାରେ ପୋଲିସ ତାଙ୍କର ଷ୍ଟେଟମେଂଟ ରେକର୍ଡ କରିଥିଲା ।

related posts

Leave a Comment