Home Breaking News / ତାଜା ଖବର କୁକୁର ଦଳର ମୁହଁକୁ ବିଲେଇ ଛୁଆକୁ ଫିଙ୍ଗି ହଟହଟା ହେଲେ ବୟସ୍କ

କୁକୁର ଦଳର ମୁହଁକୁ ବିଲେଇ ଛୁଆକୁ ଫିଙ୍ଗି ହଟହଟା ହେଲେ ବୟସ୍କ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୁକୁର ଦଳର ମୁହଁକୁ ବିଲେଇ ଛୁଆକୁ ଫିଙ୍ଗି ହଟହଟା ହେଲେ ବୟସ୍କ । ଏଭଳି ଅଭାବନୀୟ ଘଟଣା ଘଟିଛି ଇନ୍ଫୋସିଟି ଅଂଚଳରେ । ବିଳେଇକୁ ଫିଙ୍ଗି ଦେବାରୁ କୁକୁର ମାରି ଖାଇଦେଇଥିଲା ଏହାପରେ ତାଙ୍କ ପଡୋଶୀ ଏନେଇ ଇନ୍ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଳେଇକୁ ଫିଙ୍ଗି ଦେଇଥିବା ମୁରଲୀଧର ବେହେରାଙ୍କ କାରନାମା ସିସିଟିଭିରେ କୟଦ ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ଘରେ ବିଲେଇ ପସିଯିବାରୁ ସେ କୁକୁରକୁ ଦେଉଥିବା ଭିଡ଼ିଓ କୟଦ ହୋଇଥିଲା। ଏହି ଘଟଣା ପରେ ଅଭିଯୋଗକାରୀ ଗୌରବ ଥାନାରେ ଅଭିଯୋଗ ଆଧାରରେ ଘରେ ପହଂଚିଯାଇଥିଲା ପୋଲିସ । ସେଠାରେ ପୋଲିସ ତାଙ୍କର ଷ୍ଟେଟମେଂଟ ରେକର୍ଡ କରିଥିଲା ।

related posts

Leave a Comment