Home Breaking News ସରକାରଙ୍କ ନିୟମକୁ ଉଲଙ୍ଘନ କରୁଛନ୍ତି ଏନଏସି କର୍ତ୍ତୃପକ୍ଷ

ସରକାରଙ୍କ ନିୟମକୁ ଉଲଙ୍ଘନ କରୁଛନ୍ତି ଏନଏସି କର୍ତ୍ତୃପକ୍ଷ

by Times One Odia
Share with
     
 
 
   

କାଶିନଗର(ପ୍ରସାନ୍ତ କୁମାର ସାହୁ): ସରକାର ଙ୍କ କୋଭିଡ ନିୟମକୁ ଖୋଲା ଖୋଲିକ ଉଲଙ୍ଘନ କରୁଛନ୍ତି ଏନ ଏ ସି କର୍ତ୍ତୃପକ୍ଷ ଯାହାର ଆଜି ନଗ୍ନ ଚିତ୍ର ଦେଖିବାକୁ ମିଳିଛି।କାଶୀନଗର ଏନ ଏ ସି ବିଜୁ କଲ୍ୟାଣ ମଣ୍ଡପ ଠାରେ। ପେନସନ ପାଉଥିବା 11,12,13,ୱାର୍ଡର ହିତାଧିକାରୀ ଙ୍କୁ ଡାକି ପେନସନ ଟଙ୍କାବଣ୍ଟନ କରୁଛନ୍ତି ଏନ ଏ ସି କତ୍ତୃପକ୍ଷ। ଯାହାକି ସରକାର ଙ୍କର କୋଭିଡ ନିୟମକୁ ଉଲଙ୍ଘନ କରୁଛନ୍ତି।ହିତାଧିକାରୀ ଙ୍କୁ ଘର ପାଖକୁ ନେଇ ପେନସନ ଟଙ୍କା ଦେବା ପରିବର୍ତେ ସେମାନଙ୍କୁ ଅଫିସ ପାଖକୁ ଡାକି ଆଣି ଦେଉଛନ୍ତି।ଖରାରେ ବୁଢା ବୁଢ଼ୀ ମାନେ ବାଧ୍ୟ ହେଉଛନ୍ତୁ ଆସିବାପାଇଁ।ଏନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡା ସତ୍ୟ ସଂପୂର୍ଣା ରାଉତ ଙ୍କୁ ପଚାରି ବାରୁ ସେ କହିଛନ୍ତି ଘର ପାଖରେ ଦେବାପାଇଁ ଗଲେ ହିତାଧିକାରୀ ଗହଳି କରୁଛନ୍ତି।

related posts

Leave a Comment