Home Breaking News / ତାଜା ଖବର କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅବ୍ୟବସ୍ଥା

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅବ୍ୟବସ୍ଥା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ(ଉଦିତ ସାହୁ): କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଅବ୍ୟବସ୍ଥା ର ଏହି ଦୃଶ୍ୟ ରୋଗୀଙ୍କୁ ଷ୍ଟ୍ରେଚର କିମ୍ବା ହ୍ୱିଲ ଚେୟାର ମିଳୁନଥିବା ବେଳେ ମେଡିକାଲ କଲେଜର କର୍ମଚାରୀ ଷ୍ଟ୍ରେଚର ରେ ଅକ୍ସିଜେନ ସିଲିଣ୍ଡର,ଅଳିଆ ଡବା ଉଠେଇବା କାର୍ଯ୍ୟ ରେ ଲଗେଉଛନ୍ତି ଷ୍ଟ୍ରେଚର। ଅନ୍ୟ ଏକ ଦୃଶ୍ୟ ରେ ଆପଣ ମାନେ ଦେଖିପାରୁଥିବେ ଜଣେ ରୋଗୀ ଷ୍ଟ୍ରେଚର ନ ମିଳିବାରୁ ନିଜ ସମ୍ପ୍ରକୀୟ ମାନଙ୍କ କାନ୍ଧରେ ଭାର ହେଇ ଯାଉଛନ୍ତି। ଏଥିରୁ ଜଣାପଡୁଛି ମେଡିକାଲ କଲେଜର ବିକଳ ଚିତ୍ର।

related posts

Leave a Comment