Home Breaking News / ତାଜା ଖବର କରୋନା ଯୁଦ୍ଧରେ ହାରିଗଲେ ହରିପ୍ରିୟା ମାଝୀ

କରୋନା ଯୁଦ୍ଧରେ ହାରିଗଲେ ହରିପ୍ରିୟା ମାଝୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତ ରାମ ଦଣ୍ଡସେନା): ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଖଇରା ଗ୍ରାମର ହେରଂବ ରାଜ ମାଝୀ ଙ୍କର ଧର୍ମ ପତ୍ନୀ ହରିପ୍ରିୟା ମାଝୀ (48)ଙ୍କର ଗତକାଲି କରୋନା ରେ ମୄତ୍ୟୁ ଘଟିଛି l ସେ ଗତ 15 ଦିନ ଧରି ନୂଆପଡା କୋଭିଡ କେନ୍ଦ୍ର ରେ ଚିକିତ୍ସା ଧୀନ ଥିଲେ l ସେ ଜଣେ ମିଷ୍ଟ ଭାଷିଣୀ ଓ ମେଳାପୀ ପ୍ରକୃତି ର ହୋଇଥିରୁ ଖଇରା ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି l କୋଭିଡ ନିୟମାବଳୀ ଅନୁସାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି l ତାଙ୍କର ସ୍ୱାମୀ ଓ ଦୁଇ ପୁତ୍ର ଦୁଇ ଝିଅ ଦୁଃଖ ରେ ଭାଙ୍ଗି ପଡିଛନ୍ତି

related posts

Leave a Comment