Home Breaking News / ତାଜା ଖବର ଭଣ୍ଡାର ଶ୍ରୀ ଗୋପାଲିଜି କଲାପରିସଦ ପକ୍ଷରୁ ଦୈନିକ ଖବର କାଗଜଭୁଲ ଖବର ପାଇଁ ଗ୍ରାମକୁ ବୈକଟ ଓ ନିନ୍ଦା ପ୍ରସ୍ଥାବ

ଭଣ୍ଡାର ଶ୍ରୀ ଗୋପାଲିଜି କଲାପରିସଦ ପକ୍ଷରୁ ଦୈନିକ ଖବର କାଗଜଭୁଲ ଖବର ପାଇଁ ଗ୍ରାମକୁ ବୈକଟ ଓ ନିନ୍ଦା ପ୍ରସ୍ଥାବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା: ଆଜି ଭଣ୍ଡାର ଶ୍ରୀ ଗୋପାଲିଜି କଲାପରିସଦ ସଭାପତି ସୁଶିଲ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଏକ ଜରୁରି ବୈଠକ ଗ୍ରାମର ଦୁର୍ଗାମଣ୍ଡପ ଠରେ ଅନୁଷ୍ଟିତ ହେରାଇଯାଇଛି ା ଏଥି ରେ ଆଜି ଦୈନିକଖବର କାଗଜ କେବି‌କେ ଜିଲ୍ଳା ପୃଷ୍ଟା ନମ୍ବର ୫ ରେ କଟକଣା ବେଲେ ଭୁମିପୂଜନ କରି ଅଢ଼ୁଆରେ ବ୍ଳକ ଅଧକ୍ଷ ଶିର୍ଶକ ଖବର ପ୍ରକାଶିତ ହେବପରେ ଭଣ୍ଡାର ଶ୍ରୀ ଗୋପାଲିଜି କଲାପରିସଦ କଲାପରିସଦ ପକ୍ଷରୁ ଏହା ଭୁଉ ଖବର ପ୍ରାଶନ କୁ ନେଇ ଆଜି ଦୃଢ଼ ନିନ୍ଧା କରିବାସ ଗ୍ରାକୁ ଆସୁଥିବା ପ୍ରମୟ ଖବର କାଗଜକୁ ବୈକଟ କରିଥିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାପ ନେଇଥିଲେ ା ବିନିକା ବ୍ଳକ ଅଧ୍ୟକ୍ଷ ଅଶୋକ ନନ୍ଦ କିଛି ସରକାରୀ କାର୍ଯ୍ୟକ୍ରମରେ ଭଣ୍ଡାର ଗ୍ରାମକୁ ଆସିଥିବାରୁ ପରୀସଦ ପକ୍ଷରୁ ତାଙ୍କୁ ପରିସଦ ଅନୁଦାନରୁ ନିର୍ମାଣ କରିବାକୁ ଥିବା ପରିସାର ଗ୍ୟହ ପାଇଁ ଭୁମି ପୁଜନ କରିବାକୁ ନିବେଦନ କରିଥିଲେ ା ସେହିସମୟ‌ୋର ପରିସ ପକ୍ଷ କର୍ମକର୍ତ୍ତା କୋଭିଡ଼ ନିୟମ ମାନି ମାସ୍କ ପରିଧାନ କରି ୧୦ ରୁ ୧୫ଜଣ ସେହିସମୟରେ ଉପ ସ୍ତିତ ଥିବା ତାଙ୍କ ପ୍ରସ୍ତାବ ଖାତାରେ ଲିପିବନ୍ଦ କରିଛନ୍ତ୍ି ା ‌ସେମାନେ ଉନ୍ନତି ମୁଲକ କାର୍ଯ୍ୟ କରିବାକୁ ଓ ଆମ ଗ୍ରାମରେ ଥିବା କୁଲି ମଜୁରିକୁ କୋଭିଟ ସମୟରେ କାର୍ଯ୍ୟ ଯୋଗାଇ ଦେବା ଏକ ପ୍ରୟାସ ବୋଲି ଉଲ୍ଲେଖ କରିଛନ୍ତି ା ଆମର ଅନୁରୋଧ ରକ୍ଷା କରି ବିନିକା ଅଧ୍ୟକ୍ଷ ଶ୍ରୀ ନନ୍ଦ ଓ ଭଣ୍ଡାର କଳାପରିସଦ କୁ ବଦନାମ କରିବାର ଏକ ମାଧ୍ୟମ ବୋଲି ପ୍ରମୟ ଖବର କାଗଜକୁ ଆରୋପ ଲଗାଚନ୍ତି ା ଏଣୁ ପ୍ରକାଶିତ କରିଥିବା ଭୁଲ ପାଇଁ ଆମର ପରିସଦ ଓ ବିନିକା ଅଧ୍ୟକ୍ଷ ପାକ୍ଷରେ କ୍ଷମା ପାଥଁନା କରିବାକୁ ଉଳ୍ଲେଖ କରିଛନ୍ତି ା ଯଦି ଦୁଇଦିନ ମଧ୍ୟରେ କ୍ଷମା ଭିକ୍ଷା ନକଳେ ଆଗକୁ ଆଇନ ଅନୁୟାୟୀ ପଦକ୍ଷେପ ନେବାକୁ ପ୍ରସ୍ଥାବଆଗତ କରିଛନ୍ତି ା ଏହିସମୟରେ କଳାପରିସ ସମ୍ପାଦକ ଦେବ୍ଦ୍ରେ ମାଝି , ସଂଗ୍ରାମ ଶେଖର ହୋତା, ସଂଜୟ କୁମାର ହୋତା, ସଦାନନ୍ଦ ଖମାରୀ, ଚିନ୍ମୟ କୁମାର ହୋତା, ଯୁଗେଶ୍ବର ସେଠୀ, ହେମନ୍ତ ଧରୁଆ, ମାଧିଆ ଝାଙ୍କର ପ୍ରମୁଖ ଉପସ୍ତିତ ଥିଲେ ା
ଏନେଇ ବିନିକା ଅଧ୍ୟକ୍ଷ ଶ୍ରୀ ନନ୍ଦ ଭଣ୍ଡାର ଗ୍ରାମକୁ ଏକ ଅସହାୟ ମହିଲା ଭୋକ ଉପାସରେ କାଲାତି ପାତ କରୁଥିବା ଖବର କେହି ଜଣ‌େ ଫୋନ ଦ୍ବାର ଜଣାଇବାରୁ ତାଙ୍କୁ ତୁରନ୍ତ ସରକାର ପକ୍ଷରୁ ଦିଆଯାଉଥିବା ଖାଦ୍ୟ ଯୋଜନାରେ ସାମିଲ କରିବା ପାଇଁ ତଦନ୍ତ କରିବାକୁ ଯାଇଥିବା ସେହି ସମୟରେ କଳାପରିସଦ ଅନୁରୋଧ କ୍ରମେ କୋଭିଡ଼ ନିୟମ ମାନି ଭୂମି ପୁଜନ କରାଯାଇଥିଲା ବୋଲି ପ୍ରକାଶ କରିଛନ୍ତି ା

related posts

Leave a Comment