Share with
ପୋଲଶରା(ଅଭିମନୁ ମିଶ୍ର): ଓଡିଶାରେ କରୋନା ମହାମାରି ର ଭୟାବହ ଲାଗି ରହିଥିବା ବେଳେ ତା ମଧ୍ୟରୁ ଗଞ୍ଜାମ ଜିଲ୍ଲା ବାଦ୍ ପଡିନାହିଁ ା ଏମିତିକି ଗଞ୍ଜାମ ଜିଲ୍ଲାର ସମଗ୍ର ଅଞ୍ଚଳରେ କରୋନା ମହାମାରି ର ଆତଙ୍କ ଲାଗି ଲାଗିରହିଛି ା ଏବେ ମହାମାରି ର ଭୟ ସମସ୍ତ ଙ୍କୁ ଶୂଷ୍ଟି କରିଛୀ ା ଯାହାଫଳରେ ସାଧାରଣ ରୋଗରେ ମୂତ୍ଯୁ ହେଉ କିମ୍ବା କରୋନାରେ ମୂତ୍ୟୁ ହେଲେ ମଧ୍ୟ ଗ୍ରାମର ଲୋକମାନେ କିମ୍ବା ନିଜର ପରିବାର ଲୋକେ ଶବ ର ପାଖତଡ ମାଡୁନାହାନ୍ତି ା ଯାହାଫଳରେ ଆଜି ଏଭଳି ଏକ ଘଟଣା ଦେଖିବାକୁମିଳିଛି ବୁଗୁଡା ବ୍ଳକ ଅଧିନସ୍ଥ ଅରଖପୁର ପଞ୍ଚାୟତ ମଧ୍ୟରେ ଥିବା ମହୁଲପଲ୍ଲି ଗ୍ରାମର ବାବୁରାମ ବିଶୋୟି ଙ୍କର ମୂତ୍ଯୁ ପରେ କେହି ଶବ ସସ୍କାର କୁ ନଆସିବାରୁ ବୁଗୁଡାବ୍ଳକ ର ଭାଈସ୍ ପ୍ରେସିଡେଣ୍ଟ୍ ଟୁକୁନା ସ୍ୱାଇଁ ଶବର ସକ୍ତାର କରିବା ପାଇଁ ଅଣ୍ଟାଭିଡିଥିଲେ ଏମିତିକି ଟୁକୁନା ସ୍ୱାଈଁ ଶହ ଟିଲୁସ୍ୱାଈଁ , ଗୌରାଙ୍ଗସ୍ୱାଈଁ , ଦିପକ ଭୁୟାଁ , ସନ୍ୟାସି ନାୟକ କଣସା ସ୍ୱାଇଁ ସମସ୍ତେ ପିପି କିଟ୍ ବ୍ୟବହାର କରୀ ଶବକୁ ସସ୍କାର କରିଥିଲେ ା