Home Breaking News / ତାଜା ଖବର ଫୁଲବାଣୀରୁ ୧୪ ଓ ଜିଲ୍ଲାରେ ୮୩ ନୂତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୧୪ ଓ ଜିଲ୍ଲାରେ ୮୩ ନୂତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ କରେ। ନା ପଜିଟିଭ ସଂଖ୍ଯା ଆଜି ୮୩ରେ ପହଞ୍ଚିଛି । ଶୁକ୍ରବାର ସଂଖ୍ୟା୧୦୨ ଥିଲା । ଜିଲ୍ଲାରେ ଶନିବାର ୮୩ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ୧୪ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ସଗଡିଆ ସାହ, ପିଅନପଡ଼ା ଓ ଆମ୍ବେଦକର ସାହିରୁ ଦୁଇ ଜଣ ଲେଖାଏଁ କରେ । ନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ରୁଜାଙ୍ଗି, କମଳା ପାଣ୍ଡେ କଲୋନୀ,ନ ଦିଖଣ୍ଡି ସାହୀ, ଢିପାସାହି, ଡି.ଆର ଡିଏ କଲୋନୀ, ଏମଆଇ କଲୋନୀ, ଫୁଲବାଣୀ ସାହି, ଓ ମଷ୍ଟ୍ରପଡ଼ାରୁ,ଜଣେ ଲେଖାଏଁ କରେ ନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଫୁଲବାଣୀ ସହରରେ ମାଇକ୍ରୋକଣ୍ଡେନମେଣ୍ଟ ସଂଖ୍ୟା ବଢିବାରେ ଲାଗିଛି । ସହରବାସୀ ମଧ୍ୟ ଘରୁପଦାକୁ ବାହାରିବା ପାଇଁ ଡରିଲେଣି।

ସେହିପରି ଶନିବାର ବାଲିଗୁଡ଼ା ସହରରୁ ୩ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକର ୮ଜଣ, ,ଦ।ରିଙ୍ଗବାଡି ୪,ଜଉଦୟଗିରି ୪,କନୁଆଗାଁ ୭..ଖଜୁରିପଡା ୨, ଫିରିଙ୍ଗିଆ ୭. ତୁମୁଡିବନ୍ଧ ୫, କୋଟଗଡ ୧୫ଓ ଚକାପାଦ ରୁ ୪ଜଣ, ଟିକାବାଲି ୬ ଓ ରାଇକିଆ ବ୍ଳକ ରୁ ଜ6ଣ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡି ମୋହନଗିରିର ଜ6ଣ ଚିହ୍ନଟ ହୋଇଛନ୍ତି ।

ତେବେ ଫୁଲବାଣୀ ସହରରେ ବର୍ଦ୍ଧିତ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦେଖି ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଲେଣି ।
ଆଜିର ୮୩ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୮୬୮ଜଣପଜିଟିଭ ରୋଗୀ ଚିକିତ୍ସିତ 6 ହେଉଛନ୍ତି । ସେହିପରି ବର୍ତ୍ତମାନ ସୁଧା ଜିଲ୍ଲାରେ ୭୬୭୮କରୋନାସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ ମୋ ଟ୬୭୭୩ ଜଣ ସୁସ୍ଥ ହୋଇସାରିଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇ ୩୭ ଜଣ ଙ୍କ ମୃତ୍ୟୁ ଘଟିଛି । ଜିଲ୍ଲାପ୍ରଶାସନ ପକ୍ଷରୁ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ସତର୍କ ନଜର ରଖାଯାଉଥିବା କଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି।

.

related posts

Leave a Comment