Home Breaking News / ତାଜା ଖବର ଗଡ଼ପଳାଶୁଣି ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ

ଗଡ଼ପଳାଶୁଣି ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ପଞ୍ଚାୟତ ଗଡ଼ପଳାଶୁଣି ଗାଁ ରେ କରୋନା ମହାମାରୀ ରେ ସଂକ୍ରମଣ ହେଇ ୧୭ ଜଣ ପଜେଟିଭି ବାହାରି ଥିବାରୁ ଜନସାଧାରଣ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପାଳ ଭୁମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ଗଡ଼ପଳାଶୁଣି ଗାଁ କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ୧୫ ତାରିଖ ସକାଳ ୭ ରୁ ୧୮ ତାରିଖ ସକାଳ ୭ ପର୍ଯ୍ୟନ୍ତ ୭୨ ଘଂଟା ପାଇଁ ଗଡ଼ପଳାଶୁଣି ଗାଁ କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।ଏହି ସମୟ ଭୀତରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।ପ୍ରଶାସନ ତରଫରୁ ଗାଁ ର ପ୍ରବେଶ ଦ୍ୱାର କୁ ଅସ୍ଥାଇ ବାଡ଼ ଦ୍ୱାରା ବନ୍ଦ କରାଯାଇଛି ।ଲୋକ ମାନଙ୍କୁ ମାଇକ ଦ୍ୱାରା ସଚେତନତା କରାଯାଉଅଛି ।

related posts

Leave a Comment