Home Breaking News / ତାଜା ଖବର ସପ୍ତାହାନ୍ତ ସଟ୍‌ଡାଉନରେ ପୁଲିସର କଡାକଡି ଯାଞ୍ଚ

ସପ୍ତାହାନ୍ତ ସଟ୍‌ଡାଉନରେ ପୁଲିସର କଡାକଡି ଯାଞ୍ଚ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଳ୍ଳିକ): କରୋନାକୁ ଚେକ୍‌ମେଟ ଦେବା ପାଇଁ ସାରା ରାଜ୍ୟରେ ଲାଗୁ ହୋଇଛି ସପ୍ତାହାନ୍ତ ସଟ୍‌ଡାଉନ୍ ଓ ଲକଡ଼ାଉନ ।ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ସଟ୍‌ଡାଉନ୍‌ର ପ୍ରଭାବ ଦେଖିବାକୁ ମିଳିଛି ।ଆଜି ବିନିକା ଥାନା ଏସଆଇ ସୂର୍ଯ୍ୟକାନ୍ତ ସେଠୀ ଙ୍କ ନେତୃତ୍ବରେ ସପ୍ତାହାନ୍ତ ସଟ୍‌ଡାଉନ୍‌ର ଶନିବାର ଦିନରେ ଛକ ଗୁଡିକରେ ବିନିକା ପୁଲିସ ଜଗିରହିବା ସହ ଅମାନିଆ ମାନ ଙ୍କୁ ତାଗିତ କରୁଛି ।ବିନା କାରଣରେ ଘରୁ ବାହାରକୁ ବାହାରୁଥିବା ଲୋକଙ୍କ ଠାରୁ ଫାଇନ୍ ଆଦାୟ କରିବା ସହ ଘରକୁ ଫେରାଇ ଦେଇଥିବାସହ ଦେଖିବାକୁ ମିଲିଛି ।ସହରର ବିଭିନ୍ନ ଛକରେ ପୋଲିସ ପକ୍ଷରୁ ନାକାବନ୍ଦୀ କରାଯାଇଛି ।ଏଇ ସପ୍ତାହାନ୍ତ ସଟ୍ଡାଉନ୍‌ରେ କେବଳ ଜରୁରୀ ସେବାକୁ ବାଦ ‌ଦେଇ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ଶୁନ୍‌ଶାନ୍ ରହିଥିଲା ।

related posts

Leave a Comment