Home Breaking News / ତାଜା ଖବର କରୋନା କଟକଣା ଯୋଗୁଁ ଫିକା ପଡିଲା ଇଦି ପର୍ବ

କରୋନା କଟକଣା ଯୋଗୁଁ ଫିକା ପଡିଲା ଇଦି ପର୍ବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇଘର(ଜ୍ୟୋତି ପ୍ରକାଶ ସାହୁ): ଆଜି ହେଉଛି ପବିତ୍ର ଦିନର ଶେଷ ମାସ ଇଦି ପର୍ବ ରୁପେ ପାଳନ କରାଯାଇଛି ।ଏହି ପର୍ବ ମୁସଲିମ୍ ସମ୍ପ୍ରଦାୟଙ୍କ ମହାନ ପର୍ବ କିନ୍ତୁ କରୋନା କଟକଣା ଓ ଲକ୍ ଡାଉନ୍ ଯୋଗୁଁ ଏହି ପର୍ବର ମାହୋଲ ପୁରା ଫିକା ପଡ଼ିଛି ।କଟକଣା ଯୋଗୁଁ ସାଧାରଣ ଶ୍ରଦ୍ଧାଳୁଙ୍କ ମସଜିଦ ପ୍ରବେଶ ବାରଣ ରହିଛି । ମସଜିଦରେ ସମୂହ ନମାଜ ପାଠ ବାରଣ ହୋଇଛି ।ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ସାମାଜିକ ଦୂରତା ପାଳନ କରି ଖବର ସ୍ଥାନକୁ ଯାଇ ନିଜ ନିଜର ପୂର୍ବ ପୁରୁଷଙ୍କୁ ମନେପକାଇ ନିଜ ନିଜର ଘରେ ଇଦି ପାଳନ କରିଛନ୍ତି।

related posts

Leave a Comment