Home Breaking News / ତାଜା ଖବର ଗୋଟିଏ ପରିବାରର ମା ଝିଅର ମୃତ୍ୟୁ: ଶବକୁ କାନ୍ଧ ଦେଲେନି କେହି

ଗୋଟିଏ ପରିବାରର ମା ଝିଅର ମୃତ୍ୟୁ: ଶବକୁ କାନ୍ଧ ଦେଲେନି କେହି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଧର୍ମରାୟପୁର ଗାଁ ରେ ଘଟିଛି ଏଭଳି ଘଟଣା।ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ ପରେ ଦୁଇ ଜଣ ସ୍ୱେଚ୍ଛାସେବୀ ଏବଂ ପୁଅ ଜୋଇଁ ଙ୍କ ସାହାଯ୍ୟ ରେ ଘରୁ ଉଠିଲା ଶବ।କୋରନା ଆଶଙ୍କା ରେ ପାଖ ତଡ଼ ମାଡିଲେନି ସାହି ପଡୋଶୀ।ପରିବାର ର ପୁଅ ଜୋଇଁ ପ୍ରଶାସନ କୁ ଅବଗତ ପରେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା,ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ ଉପସ୍ଥିତ ଶବ ସତ୍କାର କରାଯାଇଥିବା ସୂଚନା।

related posts

Leave a Comment