Home Breaking News / ତାଜା ଖବର ଓଲଟିଲା ପଥର ବୋଝେଇ ଟ୍ରକ

ଓଲଟିଲା ପଥର ବୋଝେଇ ଟ୍ରକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ ମଧୁପାଟଣା ଛକ ନିକଟରେ ଓଲଟିଲା ପଥର ବୋଝେଇ ଟ୍ରକ। ଭୂବନେଶ୍ୱର ପଟୁ ଆସୁଥିବା ଏହି ଟ୍ରକ ଭାରସାମ୍ୟ ହରାଇ ରେଲୱେ ବ୍ରିଜ ପୂର୍ବରୁ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଗାଡିର ସମ୍ମୁଖ ଭାଗ ସମୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ତେବେ ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ବେଳେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମଧୁପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରିବା ସହ ଗାଡିକୁ ରାସ୍ତାରୁ ଉଠାଇବାକୁ ଉଦ୍ୟମ କରୁଛି।

related posts

Leave a Comment