Home Breaking News / ତାଜା ଖବର ଘାଗରାମୁଣ୍ଡା ସାପ୍ତାହିକ ହାଟ ବନ୍ଦ କଲା ମହାବିରୋଡ଼ ପୋଲିସ

ଘାଗରାମୁଣ୍ଡା ସାପ୍ତାହିକ ହାଟ ବନ୍ଦ କଲା ମହାବିରୋଡ଼ ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼:କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ସାପ୍ତାହିକ ହାଟ କୁ ବନ୍ଦ କଲା ମହାବିରୋଡ଼ ପୋଲିସ ।ମହାମାରୀ କରୋନା ପ୍ରଭାବରେ ପ୍ରଭାବିତ ହେଇ ଥିବାରୁ ଓଡିଶା ସରକାର ୧୪ ଦିନ ପାଇଁ ଲକଡାଉନ ଲଗାଇଛନ୍ତି ।ଏହି ସମୟ ମଧ୍ୟରେ ଅତ୍ୟା ବସ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ବନ୍ଦ ଅଛି ।ଲକ ଡାଉନ ସମୟରେ ହାଟ ବନ୍ଦ ଥିଲା ବେଳେ ଘାଗରାମୁଣ୍ଡା ଠାରେ ହେଉ ଥିବା ସାପ୍ତାହିକ ହାଟ ଚାଲୁଥିବା ଖବର ପାଇ ମହାବିରୋଡ଼ ପୋଲିସ ଘଟଣା ସ୍ଥଳକୁ ଯାଇ ଲୋକଙ୍କ ସୁରକ୍ଷା ପାଇଁ ହାଟ କୁ ବନ୍ଦ କରିଥିଲା ।ମହାବିରୋଡ଼ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲ ସୂଚନା ଦେଇଛନ୍ତି ୬ ଜଣ ଲୋକଙ୍କ ଠାରୁ ୧୫୦୦ ଟଙ୍କା ଫାଇନ ଆଦାୟ କରାଯାଇଥିଲା ।

related posts

Leave a Comment