Home Breaking News / ତାଜା ଖବର ସ୍ତ୍ରୀ ଓ ସାତ ବର୍ଷ ର ପୁଅକୁ ହତ୍ୟା କଲା ସ୍ୱାମୀ,ଗାଁ ଲୋକ ପାଇଁ ବର୍ତ୍ତିଗଲା ତିନି ବର୍ଷର ଝିଅ

ସ୍ତ୍ରୀ ଓ ସାତ ବର୍ଷ ର ପୁଅକୁ ହତ୍ୟା କଲା ସ୍ୱାମୀ,ଗାଁ ଲୋକ ପାଇଁ ବର୍ତ୍ତିଗଲା ତିନି ବର୍ଷର ଝିଅ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜୀତ ପାଣିଗ୍ରାହୀ): ଅମାନୁଷିକ ସ୍ୱାମୀ ନିଜ ସ୍ତ୍ରୀ ଓ ସାତ ବର୍ଷ ର ପୁଅ କୁ ହତ୍ୟା କରିଛି ।ଏଭଳି ନାରକୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ ହରଡାଗୁଡା ଗ୍ରାମରେ ।ଆଜି ସକାଳୁ କୌଣସି କାରଣରୁ ହରଡାପୁଟ ଗ୍ରାମର ଧବୁଲୁ ମୁଦୁଲି ନାମକ ବ୍ୟକ୍ତି ପ୍ରଥମେ ସ୍ତ୍ରୀ ପରେ ପୁଅ ହତ୍ୟା କଲା ।ପୁଣି ତିନି ବର୍ଷ ର ଝିଅ କୁ ମାରି ବାକୁ ଉଦ୍ୟତ ହେବା ସମୟରେ ଗାଁ ଲୋକେ କାବୁ କରି ବାନ୍ଧି ରଖିଥିଲେ ପରେ ପୋଲିସ କୁ ଖବର ଦେଇଥିଲେ ।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ଧବୁଲୁ କୁ ଗିରଫ କରି ଥାନା କୁ ନେଇ ଅଧିକ ତଦନ୍ତ କରା ଯାଉଛି ବୋଲି,ବି. ସିଂପୁର ଓଆଇସି ଦାମୋଦର ବିହାରୀ ସୂଚନା ଦେଇଛନ୍ତି

related posts

Leave a Comment