Home Breaking News / ତାଜା ଖବର ସାମ୍ବାଦିକଙ୍କ ମାତୃ ବିୟୋଗ

ସାମ୍ବାଦିକଙ୍କ ମାତୃ ବିୟୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): ଆଜିବିନିକା ବ୍ଳକ ଅରିଗା ଗ୍ରାମ ର ବିନିକା ବ୍ଳକ ସାମ୍ବାଦିକ ଧୃବରାଜ ମିଶ୍ର ଙ୍କ ମାତା ସରସ୍ୱତୀ ମିଶ୍ର -୮୬ ଙ୍କ ନିଜ ଵାସଭନ ପରଲୋକ ହୋଇଯାଇଛି ।ଜିରା ନଦୀ ଓ ମହାନଦୀ ସଙ୍ଗମ ରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ତାଙ୍କ ବଡପୁଅ ଧୃବରାଜ ମିଶ୍ର ମୁଖାଗ୍ନି ଦେଇଥିଲେ । ସେ ଜଣେ ଧର୍ମ ପରାୟଣ, ପରୋପକାରୀ ବ୍ୟକ୍ତି ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସାନ ପୁଅ ପ୍ରହଲ୍ଲାଦ ମିଶ୍ର , ପୁତ୍ର ବଧୁ ସ୍ଵର୍ଣପ୍ରଭା , ସୁଶ୍ରୀତା ,ନାତି ସିଦ୍ଧାର୍ଥ , ଦୁଇ ନାତୁଣୀ ସ୍ୱିଟି ,ଇଶା, ପରିବାର ଓ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ ।

related posts

Leave a Comment