Home Breaking News / ତାଜା ଖବର ଭାଗ୍ୟବତୀ ସାହୁ ରକ୍ତଦାନ କରି ଜନ୍ମଦିନ ପାଳନ କଲେ

ଭାଗ୍ୟବତୀ ସାହୁ ରକ୍ତଦାନ କରି ଜନ୍ମଦିନ ପାଳନ କଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ) ଆଜି ବିନିକା ବ୍ଳକ ସିନ୍ଦୁରପୁର ପଞ୍ଚାୟତ ଚେରୁପାଲି ଗ୍ରାମ ର ଭାଗ୍ୟବତୀ ସାହୁ ସୋନପୁର ରକ୍ତଭଣ୍ଡାର କୁ ଯାଇ ରକ୍ତଦାନ କରି ୩୯ ତମ ଜନ୍ମବାଷିକ ପାଳନ କରିଛନ୍ତି ।
ଶ୍ରୀ ସତୀ ସାହୁ ଗତବର୍ଷ ଠାରୁ ଜନ୍ମ ଦିନ ଠାରୁ ରକ୍ତଦାନ ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି।ସେ ନିଜ ଗ୍ରାମ ସରକାରୀ ପ୍ରାଥମିକ ସ୍କୁଲ ଶିକ୍ଷକ କତା କରନ୍ତି ।ରକ୍ତ ଦାନ କରିବାପରେ ଦେବେନ୍ଦ୍ର ନାଗ ବୟସ 6+ଚନ୍ଦଳୀ, ସୁବଳୟା, ସୋନପୁର (ଥାଳାସେମିଆ ରୋଗୀ )କୁ ଏହି ରକ୍ତ ଦିଆଯାଇ ଯାଇଥିବା ଜଣାପଡିଛି । ଏହି ମହତ କାର୍ଯ୍ୟ ପାଇଁ ଅଞ୍ଚଳରେ ପ୍ରଶନସା ପାତ୍ର ହୋଇ ଛନ୍ତି । ଶ୍ରୀ ମତୀ ସାହୁ ଏହି ପରି ପ୍ରତ୍ୟକ ୧୮ ବର୍ଷ ଉଦ୍ଧ ବ୍ୟକ୍ତି ମାନେ ଜନ୍ମ ଦିନ ରେ ରକ୍ତଦାନ କଲେ ବାରକ୍ତଦାନ ଶିବିର ଅନୁଷ୍ଠିତ କଲେ ରକ୍ତ ର ଅଭାବ ଦୁର ହୋଇଯିବ ବୋଲି କହିଛନ୍ତି

related posts

Leave a Comment