Home Breaking News / ତାଜା ଖବର ଭଣ୍ଡାର ଶ୍ରୀ ଗୋପାଲଜୀ କଳା ପରିଷଦ ନୂୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ

ଭଣ୍ଡାର ଶ୍ରୀ ଗୋପାଲଜୀ କଳା ପରିଷଦ ନୂୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଵିନିକା(ମାନସ ମଲ୍ଲିକ):ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଭଣ୍ଡାର ଗ୍ରାମ ଶ୍ରୀ ଗୋପାଲଜୀ କଳା ପରିଷଦ ନୂତନ ଗୃହ ନିର୍ମାଣ ପାଇଁ ଆଜି ଗ୍ରାମ ଉପକଣ୍ଠରେ ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ ନାରିକେଲ ଫଟାଇ ଭୁମିପୂଜନ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ଗୋପାଲଜୀ କଳା ପରିଷଦ ସମସ୍ତ ସଦସ୍ୟ ଦ୍ବାରା ବ୍ଳକ ଅଧ୍ୟକ୍ଷ ଶ୍ରୀ ନନ୍ଦଙ୍କୁ ସିଲାଟି ଛକ ରୁ ଏକ ବାଇକ୍ ଶୋଭାଯାତ୍ରାରେ ଭଣ୍ଡାର ଗ୍ରାମ କୁ ପାଛୋଟି ଆଣି ଥଲେ । ଶ୍ରୀ ଗୋପାଲଜୀ କଳା ପରିଷଦ ସଭାପତି ସୁଶୀଳ କୁମାର ହୋତା, ଉପ ସଭାପତି ସୁବ୍ରତ କୁମାର ପତି ,ସମ୍ପାଦକ ଦେବେନ୍ଦ୍ର ମାଝୀ, କୋଷାଧ୍ୟକ୍ଷ ସଂଗ୍ରାମ ଶେଖର ହୋତା, ସହ ସମ୍ପାଦକ ସୁଦାମ ଚରଣ ମିଶ୍ର ନିର୍ଦେଶକ ଟଙ୍କଧର ବାରିକ
ସଦସ୍ୟ ଅଭିଷେକ ହୋତା, କବି ଜଗତ,
ପ୍ରକାଶ ବାହୁକ, ନରେନ୍ଦ୍ର ଝାଙ୍କର, ସନାତନ ଖମାରୀ ଅନ୍ୟ ସମସ୍ତ ସଦସ୍ୟ ମିଥୁନ ଝାଙ୍କର, ବିକାଶ ଝାଙ୍କର,ଚିନ୍ମୟ କୁମାର ହୋତା, ସଂଜୟ କୁମାର ହୋତା,ମିଳୁ ଝାଙ୍କର, ଡାକ୍ତର ଭୁଏ, ମାନ ଭଞ୍ଜନ ମହାକୁର, ମାନସ ରଞ୍ଜନ ପୂଜାହାରୀ,ଅଂଶୁମାନ ହୋତା,ଜଗଦିଶ ପଣ୍ଡା ,କୃଷ୍ଣଚନ୍ଦ୍ର ପୁଟା, ଗ୍ରାମର ସମସ୍ତ
ଓ୍ଵାଡ ସଭ୍ୟ ଓ ବିଶିଷ୍ଟ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ

related posts

Leave a Comment