Home Breaking News / ତାଜା ଖବର କରୋନା ପାଇଁ ଘୁଞ୍ଚିଲା ୟୁପିଏସ୍‌ସି ସିଭିଲ ସର୍ଭିସ୍ ପ୍ରିଲିମ୍‌ସ୍ ୨୦୨୧ ପରୀକ୍ଷା

କରୋନା ପାଇଁ ଘୁଞ୍ଚିଲା ୟୁପିଏସ୍‌ସି ସିଭିଲ ସର୍ଭିସ୍ ପ୍ରିଲିମ୍‌ସ୍ ୨୦୨୧ ପରୀକ୍ଷା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆସନ୍ତା ଜୁନ ୨୭ ରେ ହେବାକୁ ଥିବା ୟୁପିଏସସି ସିଭିଲ ସର୍ଭିସ୍ ପ୍ରିଲିମ୍‌ସ୍ ୨୦୨୧ ପରୀକ୍ଷାକୁ ଆସନ୍ତା ଅକ୍ଟୋବର ୧୦କୁ ଘୁଞ୍ଚାଇ ଦିଆଯାଇଛି । କରୋନା ମହାମାରୀର ଦ୍ୱୀତ୍ୱୀୟ ଲହର ଭୟାବହତାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷା ଲାଗି ବିଭିନ୍ନ ପରିକ୍ଷାକୁ ରଦ୍ଧ କରାଯାଉଥିବା ବେଳେ କିଛି ପରିକ୍ଷାକୁ ଘୁଞ୍ଚାଇ ଦିଆଯାଉଛି । ତେବେ ଏହି ଧାରାରେ ଏବେ ୟୁପିଏସସି ଯୋଡି ହୋଇ ଆସନ୍ତା ଜୁନ ୨୭ ରେ ହେବାକୁ ଥିବା ସିଭିଲ ସର୍ଭିସ ପ୍ରିଲମ୍‌ସ୍ ପରିକ୍ଷାକୁ ଆସନ୍ତା ଅକ୍ଟୋବର ମାସ ୧୦କୁ ଘୁଞ୍ଚାଇ ଦିଆଯାଇଛି

related posts

Leave a Comment