Home Breaking News / ତାଜା ଖବର ୨୫ୱାର୍ଡରେ ଗରିବ ପରିବାକୁ ରାସନ ସାମଗ୍ରୀ ପ୍ରଦାନ କଲେ ସମାଜସେବୀ ତଥା ବିଜେଡ଼ି ମହାନଗର ସମ୍ପାଦକ

୨୫ୱାର୍ଡରେ ଗରିବ ପରିବାକୁ ରାସନ ସାମଗ୍ରୀ ପ୍ରଦାନ କଲେ ସମାଜସେବୀ ତଥା ବିଜେଡ଼ି ମହାନଗର ସମ୍ପାଦକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର:କରୋନା ପାଇଁ ଲକ୍ ଡାଉନ୍ ରେ ରୋଜଗାର ହରାଇ ବହୁ ପରିବାର କଷ୍ଟ ରେ ଚଲୁଛନ୍ତି। ଏନେଇ ଗୁରୁବାର ସମାଜସେବୀ ତଥା ବିଜେଡ଼ି ମହାନଗର ସମ୍ପାଦକ ଧିରେଶ ସାବତ ୨୫ ୱାର୍ଡରେ ପ୍ରାୟ ୧୪୦ ରୁ ଉର୍ଦ୍ଧ୍ବ ଅଭାବୀ ଦିନ ମଜୁରିଆ ଶ୍ରେଣୀର ପରିବାରକୁ ଏକ ସପ୍ତାହିକ ରୋଷେଇ ଖାଦ୍ୟ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ଏଥିରେ ଚାଉଳ, ତେଲ, କାନ୍ଦୁଲ ଯାଇ, ବାତୁଲା ଚଣା,ମାଂସ ବଡ଼ି,ଲୁଣ, ଆଳୁ,ଇତ୍ୟାଦି ସାମଗ୍ରୀ ବଣ୍ଟନ କରାଯାଇଥିଲା ।
ଏହି ଘଡ଼ି ସନ୍ଧି ମୁହୂର୍ତ୍ତରେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ ସହ ସମାଜ ଓ ପ୍ରଶାସନକୁ ସାହାଯ୍ୟ ପାଇଁ ବିଜେଡ଼ି ମହାନଗର ସମ୍ପାଦକ ଧିରେଶ ସାବତ ନିବେଦନ କରିଛନ୍ତି ।କୋଭିଡ୍ ଭଳି ପରିସ୍ଥିତି ରେ ଲୋକମାନେ ନିଜର ରୋଜଗାର ହରାଇ ଦୁଃଖ କଷ୍ଟ ରେ ଜୀବନ ଯାପନ କରୁଛନ୍ତି। ସେମାନଙ୍କୁ କିଛି ସାହାର୍ଯ୍ୟ ଉଦ୍ଦେଶ୍ୟ ରେ ଏଭଳି ପ୍ରୟାସ କରିଥିବା ବିଜେଡି ଯୁବନେତା ଧିରେଶ କହିଛନ୍ତି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ବିଜେଡ଼ି ମହାନଗର ସମ୍ପାଦକ ଧୀରେଶ ସାବତ(ସିଲୁ),ଡ଼ଃ. ସୂର୍ଯ୍ୟ ପ୍ରକାଶ ରଞ୍ଜିତମହାନ୍ତି, ଜଗଦୀଶ, ଟିଲୁ,ପିଣ୍ଟୁ, ଇଫାନ, ଟୁଟୁ, ସୁଜିତ୍, ସଞ୍ଜୟ, ଦିପୁ, ଭିକି, ସନ୍ତୋଷ ବାବୁସ, ଅର୍ଜୁନ ପ୍ରମୁଖ ସହଯୋଗ କରିଥିଲେ ।

related posts

Leave a Comment