Home Breaking News / ତାଜା ଖବର କଟକଣା ମାନୁନାହାନ୍ତି ଲୋକେ

କଟକଣା ମାନୁନାହାନ୍ତି ଲୋକେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର): କୋରୋନା ସଂକ୍ରମଣକୁ ଭାଙ୍ଗିବା ପାଇଁ ସବୁଠେ ଏବେ ସଟ ଡାଉନ ପାଳନ ହେଉଥିବା ବେଳେ ଏହାକୁ ମୁକାବିଲା କରିବାକୁ ହେଲେ ଏକ ମାତ୍ର ଔଷଧ ସଚେତନତା ବୋଲି କୁହାଯାଉଛି । ତଥାପି ଗାଁ ଗହଳିର ଲୋକେ ଏକ ପ୍ରକାର ଏହାକୁ ବେଖାତିର କରୁଥିବା ବେଳେ ଅ।ଜି ଗଞ୍ଜାମ ଜିଲ୍ଲାର ଦୁଇ ଦୁଇଟି ଭୋଜି କୁ ବନ୍ଦ କରିଛି ପ୍ରଶାସନ । ଗୋଟିଏ ହେଲା ଶେରଗଡ ବ୍ଳକ ହାଡିଚିରା ଗାଁରେ ବିବାହ ଭୋଜି ଚାଲିଥିବା ବେଳେ ପ୍ରଶାସନ ପହଞ୍ଚି ଭୋଜି କୁ ବନ୍ଦ କରିଛି ପୋଲିସ ପ୍ରଶାସନ । ଏଥିସହ ରୋଷେୟା କୁ ତାଗିଦ କରିଥିବା ବେଳେ ଜରିମାନା ପକାଇଥିବା ମଧ୍ୟ ଜଣାପଡିଛି ।

related posts

Leave a Comment