Home Breaking News / ତାଜା ଖବର ଜୁଆ ଆଡ୍ଡା ଉପରେ ଚଢ଼ାଉ: ୭ ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୭ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡି ପୋଲିସ ଏକ ଜୁଆ ଆଡ଼ଡା ଉପରେ ଚଢାଉ କରି ୭ ଜଣ ଜୁଆଡ଼ିକୁ ଗିରଫ କରିବା ସହ ନଗଦ ୧୦ ହଜାର ରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଛି । ଲକ ଡାଉନ ସୁଯୋଗରେ ଦାରିଙ୍ଗବାଡି ଥାନ। ଅନ୍ତର୍ଗତ ସାରିଙ୍ଗିରିପି ଜଙ୍ଗଲରେ କିଛି ଅମାନିଆ ଲୋକ ମ ଦମାଂସ ଖାଇ ଜୁଆଖେଳୁଥିବା ନେଇ ପକ୍କା ଖବର ମିଳିବାପରେ ଦାରିଙ୍ଗବାଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଗଦ ୧୦ ହଜାର ୪ ଶହ ଟଙ୍କା, ତାସ,ଜବତ କରିବା ସହ ୭ଜଣ ଜୁଆଡ଼ିଙ୍କୁ ଗିରଫ କରିଥିଲ। ଆଉ କିଛି ଜୁଆଡ଼ି ପୋଲିସ କୁ ଦେଖି ଘଞ୍ଚ ଜଙ୍ଗଲ ମଧ୍ୟକୁ ଚମ୍ପଟ ମାରିଥିଲେ। ଏମାନେ ଗତ ସପ୍ତାହେ ହେଲା ଜୂଆ ଖେଳୁଥିବା ଜଣାପଡିଛି। ଦାରିଙ୍ଗବାଡି ପୋଲିସ ଏ ନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

related posts

Leave a Comment