Home Breaking News / ତାଜା ଖବର କରୋନା ସଂକ୍ରମଣ ଯୋଗୁ ପୁଣି ଛୁଟି ଘୋଷଣା କଲେ HAL କର୍ତ୍ତୃପକ୍ଷ

କରୋନା ସଂକ୍ରମଣ ଯୋଗୁ ପୁଣି ଛୁଟି ଘୋଷଣା କଲେ HAL କର୍ତ୍ତୃପକ୍ଷ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁନାବେଡା(ବିଶ୍ୱଜୀତ ପାଣିଗ୍ରାହୀ): ଅଂଚଳ ରେ ବଢୁଥିବା କରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ସମସାମୟିକ ଭାବେ ଛୁଟୀ ଘୋଷଣା କଲେ HAL କର୍ତ୍ତୃପକ୍ଷ। ପ୍ରକାଶ ଥାଉ ଯେ …ଆଜି ତା- 13/05/21 ରେ ସର୍ବମୋଟ 13 ଜଣ ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ। HAL TOWNSHIP ରେ 5ଜଣ ଚିହ୍ନଟ ହେଇଛନ୍ତି। ବିଗତ କିଛିଦିନ ହେବ ,ଦୁଇଅଙ୍କ ଉପରେ ରହୁଛି କରୋନା ସଂକ୍ରମିତ ଙ୍କ ସଂଖ୍ୟା..
ଏହି ଛୁଟି ସମୟ ରେ କୌଣସି କର୍ମଚାରୀ HEAD QUATER ଛାଡି ବାହାରକୁ ଯାଇ ପାରିବେ ନାହିଁ ଓ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭାଗ ,ଯଥା ,ବିଜୁଳି ବିଭାଗ, ସଫେଇ କର୍ମଚାରୀ ଡାକ୍ତରଖାନା ର କର୍ମଚାରୀ ମନେ ପୂର୍ଵବତ କାର୍ଯ୍ୟକରିବେ।ଏହି ଛୁଟି 15/05/21 ରୁ 23/05/21 ପର୍ଯ୍ୟନ୍ତ ଲାଗୁ ରହିବ।

related posts

Leave a Comment