Home Breaking News / ତାଜା ଖବର ଆଜି ଫୁଲବାଣୀରୁ ୯ ଓ ଜିଲ୍ଲାରେ ୬୯ନୁତନ କରୋନା ପଜିଟିଭ ଚିହ୍ନଟ

ଆଜି ଫୁଲବାଣୀରୁ ୯ ଓ ଜିଲ୍ଲାରେ ୬୯ନୁତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ କରେ। ନା ପଜିଟିଭ ସଂଖ୍ଯା ଆଜି କମି୬୯ରହିଛି । । ଗୁରୁବାର ଜିଲ୍ଲାରେ ୬୯ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ସହରରୁ ଆଜି ୯ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର କେନ୍ଦୁପଦର , ପିଅନ ପଡା ଓ ମୁଣ୍ଡିଆ ସାହିରୁ ଦୁଇଜଣ ଲେଖାଏଁ କରୋନାପଜିଟିଭ ଚିହ୍ନଟ ହୋଇଥିବାବେଳେ. ଚିଦା ନନ୍ଦନଗର, ଡାକ ପାକୁ, ଓ ଜଳଛାୟା ଅଫିସର ଜଣେପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି।
ସେହିପରି ବାଲିଗୁଡ଼ା ସହରରୁ ୫ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକର ୫ଜଣ, ,ଦ।ରିଙ୍ଗବାଡି ୫,ଜଉଦୟଗିରି ୫,କନୁଆଗାଁ ୧୨..ଖଜୁରିପଡା ୪, ଫିରିଙ୍ଗିଆ ୮, ତୁମୁଡିବନ୍ଧ ୧, କୋଟଗଡ ୫ଓ ଚକାପାଦ ରୁ ୩ଜଣ, ଟିକାବାଲି ୩ଓରାଇକିଆ ୧ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।

ତେବେ ଫୁଲବାଣୀ ସହରରେ ବର୍ଦ୍ଧିତ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦେଖି ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଲେଣି ।
ଆଜିର ୬୯ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୭୮୦ଜଣପଜିଟିଭ ରୋଗୀ ଚିକିତ୍ସିତ 6 ହେଉଛନ୍ତି । ଜିଲା ପ୍ରଶାସନ ପକ୍ଷରୁ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ସତର୍କ ନଜର ରଖାଯାଉଥିବା କଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି।

related posts

Leave a Comment