Home Breaking News / ତାଜା ଖବର କରୋନା ରୋଗିକୁ ପ୍ରସାଶନ ପକ୍ଷରୁ କଲେ ଶବସତ୍କାର

କରୋନା ରୋଗିକୁ ପ୍ରସାଶନ ପକ୍ଷରୁ କଲେ ଶବସତ୍କାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): ସୁବର୍ଣ୍ଣପୁର ଜିଲ୍ଳା ବିନିକା ବ୍ଳକ ଅଧିନସ୍ତ ସିଙ୍ଘିଯୁଵା ପଞ୍ଚାୟତ ଭଵାନିପାଲି ଗ୍ରାମ ସୁବିଧା ବିଭାର (୬୫) ବିନିକା ହସ୍ପିଟାଲ ରେ ଚିକିତ୍ସା ଧିନ ଅବସ୍ତା ରେ ମୃତ୍ୟୁ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ସ୍ୱର୍ଗତ ଵିଭାର କିଛି ଦିନ ହେବ ଅସୁସ୍ଥ ଥିଲେ ଆଜି ଗୁରୁତର ହେବାରୁ ୧୦୮ ଯୋଗେ ବିନିକା ଡାକ୍ତରଖାନା କୁ ଆଣି ଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କରୋନା ପରିକ୍ଷା କରି ବାରୁ ପୋଜେଟିପ ଚିହ୍ନଟ ହୋଇଥିଲା ।ଏଣୁ ଐତିହାସିକ ପୁଣ୍ୟ ତିଥ ପାପ କ୍ଷୟ ଘାଟ ରେ ବିନିକା ବ୍ଳକ ପ୍ରସାଶନ ପକ୍ଷରୁ ବିନିକା ବ୍ଳକ ଏସଡିସି ରଞ୍ଜନ ସ୍ବାଇଁ ,ପିଏ ଦ୍ବିତୀକ୍ରୃଷ୍ଣ ପଣ୍ଡା ,ବିନିକା ଏନଏସି କର୍ମଚାରୀ ସନ୍ତୋଷ ଵନଛୋର,ରାମ ଗୋପାଳ ବାଗ , ପ୍ରମୁଖ ଉପସ୍ଥିତ ଥିଲେ ।ତାଙ୍କ ପୁତ୍ର କପିଳାସ ବିଭାର ପିପି କିଟ୍ ଲଗାଇ ମୁଖାଗ୍ନି ଦେଇ ଥିଲେ ।ରାମ ଗୋପାଳ ବାଗ ଐତିହାସିକ ପାପ କ୍ଷୟ ଘାଟ ରେ ସର୍ବସାଧାରଣ ଙ୍କୁ ଶବ ସତ୍କାର କରିବା ପାଇଁ ମାଗଣାରେ କାଠ ଯୋଗାଉ ଥିବା ରୁ ଅଞ୍ଚଳ ଜନସାଧାରଣ ପ୍ରଶନ୍ସସା କରୁଛନ୍ତି ।

related posts

Leave a Comment