Home Breaking News / ତାଜା ଖବର ବିନିକା ପୁଲିସ ପକ୍ଷରୁ ହେଲମେଟ ଓ ମାସ୍କ ଚେକିଙ୍ଗ- ୧୫ ଶହ ଫାଇନ ଆଦାୟ

ବିନିକା ପୁଲିସ ପକ୍ଷରୁ ହେଲମେଟ ଓ ମାସ୍କ ଚେକିଙ୍ଗ- ୧୫ ଶହ ଫାଇନ ଆଦାୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): ସଂନ୍ଧ୍ୟାରେ ମହାନଦୀ ଛକଠାରେ ବିନିକା ପୁଲିସ ପକ୍ଷରୁ ହେଲମେଟ ଓ ମାସ୍କ ଚେକିଙ୍ଗ କରାଯାଇଥିଲା ା ବତ୍ତମାନ ମହାମାରି କରୋନା ପାଇଁ ରାଜ୍ୟ ସଟଡ଼ାଉନ ଥିଲା ଦିନ ବାରଟାରୁ ପଦାକୁ ନବାହରିବାକୁ ଜନ ସାଧାରଣଙ୍କ ସୁଚନା ଦିଆଯାଇଥିଲେ ମଧ୍ୟ ଅମାନିଆଁ ମାନେ ବାଇକ ଧରି ବାହରକୁ ବୁଲୁଥିବାରୁ ୩ ଜଣଙ୍କ ଠାରୁ ୧୫ ଶହ ଟଙ୍କା ଫାଇନ ଆଦାୟ କରାଯାଇଥିବା ପୁଲିସ ସୁତ୍ରରୁ ପକ୍ରକା ା ଏଥିଣେ ,ଏଏସଆଇ ଗଜାନନ ଭୋଇ ଏସଆଇ ରଷ୍ମି ରଞ୍ଜନ ହୋତା ସମେତ ପୁଲିସ ଟିମ ଉପସ୍ଥିତ ଥିଲେ ା

related posts

Leave a Comment