Home Breaking News / ତାଜା ଖବର ନାଇ ନାଇ ମଦ ପିଇବି ନାଇ: ଗୀତ ମଧ୍ୟରେ ସଚେତନ

ନାଇ ନାଇ ମଦ ପିଇବି ନାଇ: ଗୀତ ମଧ୍ୟରେ ସଚେତନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁନାବେଡା(ଦୀପକ ମାଝି): ନାଇ ନାଇ ମଦ ପିଇବି ନାଇ..90ଦଶକ ର ଏହି ସଚେତନ ଧର୍ମୀ ଗୀତ ଶୁଣିଲେ ,ଏବେ ବି ଦେହ ଶିହରି ଉଠେ…ଯାହା ଘରେ ଘରେ ପହଞ୍ଚିଥିଲା |ସମସ୍ତେ ଗୁଣୁଗୁଣୁ ହୋଇ ଗାଉଥିଲେ ଏ ଗୀତ..ନାଇଁ ନାଇଁ ମଦ ପିଇବି ନାହିଁ |.ସେତେବେଳ ର ଏହି ଗୀତ ମଦ ନ ପିଇବା ପାଇଁ ଗୀତ ମାଧ୍ୟମ ରେ ଦୁରଦର୍ଶନ ରେ ସଚେତନ କରେଇଥିଲେ..ଶାନ୍ତି ଓ ଜ୍ୟୋତି |ଯାହା ତାଙ୍କୁ ରାତାରାତି ପ୍ରସିଦ୍ଧ କରାଇଥିଲା #ବହୁ ବର୍ଷର ବ୍ୟବଧାନ ପରେ ପୁଣି ଦୁଇ ଭାଇଙ୍କ ଯୋଡି ଏବେ ଚହଳ ସୃଷ୍ଟି କରିଛି ସାରା ରାଜ୍ୟରେ #. ଆଉ ଏବେ ଘରେ ବସି କରୋନା ସଚେତନ କରାଉଛନ୍ତି…ଏହି ଦୁଇ ଭାଇ ଶାନ୍ତି ଓ ଜ୍ୟୋତି… ଦାମନଯୋଡ଼ି ର୍ ବାସିନ୍ଦା.#.. ଲୋକଙ୍କୁ ସଚେତନ କରାଇବା ପାଇଁ ଏଇ ଦୁଇ ଭାଇ ଅନେକ୍ ଗୀତ ମଧ୍ୟ ଗାଇଛନ୍ତି… ସେହି ଭିତରୁ.. କରୋନା କୁ ଡର୍ ନାହିଁ ଗାଇ ଏବେ ଚହାଳ ସ୍ରୁଷ୍ଟି କରିଛନ୍ତି ଳ ଶୁଣନ୍ତୁ ସେଇ ସଚେତନ ଧର୍ମୀ ଗୀତ #ଶାନ୍ତି ଓ ଜ୍ୟୋତିଙ୍କ ପ୍ରୟାସ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ |

related posts

Leave a Comment