Home Breaking News / ତାଜା ଖବର ଅମାନିଆ ଗଣିଲେ ଜୋରିମାନା

ଅମାନିଆ ଗଣିଲେ ଜୋରିମାନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱରରେ ୧୨୦୯ ଜଣ ଅମାନିଆ ଗଣିଲେ ୧ ଲକ୍ଷ ୨୭ ହଜାର ୩୦୦ ଟଙ୍କା । ଜୋରିମାନା ଆଦାୟ କରିଛି କମିଶନରେଟ ପୋଲିସ । ସହରରେ ବିନା କାରଣରେ ବୁଲୁଥିଲେ । କମିଶନରେଟ ପୋଲିସ ନିୟମ ଅନୁଯାୟୀ ବେସରକାରୀ ସଂସ୍ଥା ମାନେ ଡିସିପିଙ୍କ ଠାରୁ ଅନୁମତି ପତ୍ର ଆଣିନଥିଲେ । ଏହାସହ ବିଭନ୍ନ ସ୍ଥାନରେ ମଧ୍ୟାହ୍ନ ପରେ ଦୋକାନ ବଜାର ଖୋଲି ବିକ୍ରି କରୁଥିଲେ । ଏନେଇ ଆଜି ସବୁ ବଜାର ମାନଙ୍କରେ କମିଶନରେଟ ପୋଲିସ ଚଢ଼ାଉ କରି ଜୋରିମାନା ଆଦାୟ କରିଛି । ଗତ ମଙ୍ଗଳବାର ୯୬୨ ଜଣଙ୍କ ଠାରୁ ୯୯ ହଜାର ୩୦୦ , ସୋମବାର ୧୧୦୩ ଜଣଙ୍କ ଠାରୁ ୧ ଲକ୍ଷ ୧୫ ହଜାର , ରବିବାର ୭୦୯ ଅମାନିଆଙ୍କ ଠାରୁ ୭୯ ହଜାର ୭୫୦ । ସେହିପରି ଲକ ଡାଉନ ଆରମ୍ଭରୁ ଗତ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ୨୫୧୭ ଅମାନିଆଙ୍କ ଠାରୁ ୨ ଲକ୍ଷ ୫୭ ହଜାର ୯୫୦ ଟଙ୍କା ଆଦାୟ କରିଛି କମିଶନରେଟ ପୋଲିସ ।

related posts

Leave a Comment