Home Breaking News / ତାଜା ଖବର ପରିବା ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ

ପରିବା ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସେମିଳିଗୁଡ଼ା(ଦୀପକ କୁମାର ମାଝୀ): ସମୟ ରାତି 9:45pm, ସେମିଳିଗୁଡ଼ା, ଜାତିୟ ରାଜପଥ, ମାଁ ଲକ୍ଷ୍ମୀ ହୋଟେଲ ସମୁଖ ରେ ଏକ୍ ପରିବା ବୋଝେଇ ଗାଡ଼ି ନିୟନ୍ତ୍ରଣ ହରେଇ ରାସ୍ତା ଉପରେ ଓଲଟି ପଡିଛି… ଗାଡ଼ି ରେ ଥିବା ଡ୍ରାଇଭର ସୁରକ୍ଷିତ ଅଛନ୍ତି ଓ ସାମାନ୍ୟ ଆହତ ହୋଇଛନ୍ତି l

related posts

Leave a Comment