Home Breaking News / ତାଜା ଖବର ପରଲୋକରେ ସାମ୍ବାଦିକ ସବନମ୍‌ ଶିରିନ୍

ପରଲୋକରେ ସାମ୍ବାଦିକ ସବନମ୍‌ ଶିରିନ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବରେ: ପରଲୋକରେ ସାମ୍ବାଦିକ ସବନମ୍‌ ଶିରିନ୍‌ । କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ରାଜ୍ୟର ଆଉ ଜଣେ ସାମ୍ବାଦିକ । ୨ଦିନ ପୂର୍ବରୁ କୋଭିଡ୍‌ ପିଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ବର ସ୍ଥିତ ଏମସ୍‌ରେ ଚିକିତ୍ସିତ ହେଉଥିଲେ ସବନମ୍‌ ।

ତେବେ ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଦୂରଦର୍ଶନ ସମେତ ବିଭିନ୍ନ ଗଣମାଧ୍ୟମ ଏବଂ ରେଡିଓ କାର୍ଯ୍ୟ କରିଛନ୍ତି ସବନମ୍‌ ଶିରିନ୍‌ ।

related posts

Leave a Comment