Home Breaking News / ତାଜା ଖବର ତାଣ୍ଡବ ରଚୁଛି କାଳବୈଶାଖୀ ବର୍ଷା

ତାଣ୍ଡବ ରଚୁଛି କାଳବୈଶାଖୀ ବର୍ଷା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର(ଚିତ୍ତରଞ୍ଜନ ମହାନ୍ତି): ପୁରୀ ବ୍ରହ୍ମଗିରିରେ ତାଣ୍ଡବ ରଚୁଛି କାଳବୈଶାକ୍ଷୀ ବର୍ଷ ଓ ପବନ। ମଧ୍ୟାହ୍ନ ସମୟରୁ ଆରମ୍ଭ ହୋଇଛି ବର୍ଷ। କାଳବୈଶାକ୍ଷୀ ଯୋଗୁ ୨ଦିନ ହେବ ଅନ୍ଧାରରେ ବ୍ରହ୍ମଗିରି ବ୍ଲକ। ବର୍ଷ ଯୋଗୁ ଅନେକ କଚାଘର ନଷ୍ଠ। ଘର ଭିତରେ ଲହଡା ଭାଙ୍ଗୁଛି ବର୍ଷା ପାଣି,ଗୋଟିଏ ପଟେ କରୋନାର ପ୍ରକୋପ ଓ କାଳବୈଶାକ୍ଷୀ ତାଣ୍ଡବ,ଲକ୍ ଡାଉନୁ ସଟ୍ ଡାଉନୁ ଭିତରେ ଲୋକେ ସାଧାରେ ଜୀବନ ଜୀବିକା ହରେଇ ବସିଲେଣି , ଅନ୍ୟପଟେ ଦଇବ ସାଜୁଛି ଦାଉ ,ମୁଣ୍ଡରେ ହାତଦେଇ ବସିଛନ୍ତି ବ୍ରହ୍ମଗିରି ର ସାଧାରଣ ଜନତା

related posts

Leave a Comment