Home Breaking News / ତାଜା ଖବର ଆଜି ଫୁଲବାଣୀରୁ ୧୭ ଓ ଜିଲ୍ଲାରେ ସର୍ବାଧିକ୧୦୧ ନୁତନ କରୋନା ପଜିଟିଭ ଚିହ୍ନଟ

ଆଜି ଫୁଲବାଣୀରୁ ୧୭ ଓ ଜିଲ୍ଲାରେ ସର୍ବାଧିକ୧୦୧ ନୁତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ କରେ। ନା ପଜିଟିଭ ସଂଖ୍ଯା କମିବାର ନା ନେଉନି । ମଙ୍ଗଳବାରପୁଣି ଜିଲ୍ଲାରେ ୧୦୧ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ସହରରୁ ଆଜି ୧୭ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ନାରାୟଣୀ ସାହୀରୁ ସର୍ବାଧିକ ୫ଜଣ କରୋନାପଜିଟିଭ ଚିହ୍ନଟ ହୋଇଥିବାବେଳେ.ଶଗଡିଆ ସାହି୩,ପଟା ବାର୍ଲି ୨,ଅମଲାପଡ଼ା ୨,ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ନୂଆସାହୀ,ଜିରିଙ୍ଗପଡା,ଚନ୍ଦନ ନଗର , ପ୍ରକୃତି ବିହାର,ସନ୍ ବାଡିର ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ବାଲିଗୁଡ଼ା ସହରରୁ ୮ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକର ୫ଜଣ, ,ଦ।ରିଙ୍ଗବାଡି ୯,ଜଉଦୟଗିରି ୩,କନୁଆଗାଁ ୪.ଖଜୁରିପଡା ୪, ଫିରିଙ୍ଗିଆ ୬, ତୁମୁଡିବନ୍ଧ ୧୫,, କୋଟଗଡ ୧ ଓ ଚକାପାଦ ରୁ ୧୨ଜଣ, ଟିକାବାଲି ୫ଓରାଇକିଆ୬ରୁଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
ଫଳରେ ଦିନକୁ ଦିନ ସହରରେ କରେ ନା ପଜିଟିଭ ଙ୍କ ସଂଖ୍ୟା ବଢୁଥିବା କାରଣରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ମଧ୍ୟ ବଢି ଚାଲିଥିବା ଦେଖିବାକୁ ମିଳୁଛି ।
ତେବେ ଫୁଲବାଣୀ ସହରରେ ବର୍ଦ୍ଧିତ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦେଖି ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଲେଣି ।
ଆଜିର ୧୦୧ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୭୬୯ଜଣପଜିଟିଭ ରୋଗୀ ଚିକିତ୍ସିତ ହେଉଥିବା କଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ପୂର୍ବରୁ ମିଶାଇ ଏ ଯାଏ ୭୨୯୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ୬୪୮୬ ଜଣ ସୁସ୍ଥ ହୋଇ ସାରିଥିବା ଜିଲା ସୁଚନା ଓ ଲୋକସଂପର୍କ ବିଭାଗ ଅଧିକାରି କହିଛନ୍ତି ।

.

related posts

Leave a Comment