Home Breaking News / ତାଜା ଖବର କଟକ ପାରାଦୀପ ରାଜପଥରେ ଦୁର୍ଘଟଣା

କଟକ ପାରାଦୀପ ରାଜପଥରେ ଦୁର୍ଘଟଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ସୁମନ ଜେନା): 15 ନମ୍ବର ଠାରେ କଟକ ପାରାଦ୍ୱୀପ ରାସ୍ତା ରେ ଆଜି ଦିନ 2 ବାଜି ସମୟରେ ଏକ ବାଇକି ଚାଳକ ଙ୍କ ସହ ଏକ ଟକଲର ର ଧକା ହୋଇଥିବା ଦେଖିବାକୁ ମିଳିଛି ବାଇକି ଚାଳକ ଗୁରୁତର ଆହତ ହୋଇଥିଲେ କମଳା ଲୋଚନ ସାହୁ ବୋଲି ତାଙ୍କ id card ରୁ ଜଣା ପଡ଼ିଛି ସିଏ ଏକ ରେଲୁଆଇ ଭିଭାଗ ର କର୍ମ ଚାରି ବୋଲି ହୋଇଥିବା ଜଣା ପଡ଼ିଛି ତାଙ୍କ ଘର କଟକ ବୋଲି ତାଙ୍କ id card ରୁ ଜଣା ପଡ଼ିଛି ତାଙ୍କୁ ବିଶ୍ୱଳି ଗ୍ରାମ ର ପଙ୍କଜ କୁମାର ତରାଇ ଯାହାକି ସିଏ ଏକ ସମାଜ ସବି ମଣିଷ ବୋଲି ଜଣା ପଡ଼ିଛି ଯାହାକି ଆଜି ସେହି ଲୋକକୁ ମନ୍ଦ୍ୟ ଉଧାରା କରି କୁଜଙ୍ଗ ଫାଇଆର ଷ୍ଟେସନ ଗାଡି ସାହାଯ୍ୟରେ କୁଜଙ୍ଗ ଗୋଷ୍ଟି ସ୍ଵସ୍ଥ କେନ୍ଦ୍ର ରେ ଭର୍ତ୍ତି କରିବା ସଙ୍ଗେ ସଙ୍ଗେ ପାରାଦ୍ୱୀପ ଗଡ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ ଗଡ଼ ଥାନା ର iic ଘଣ୍ଟଳା ସ୍ଥଳରେ ପହଂଛି ସେହି ଟଂକଲର ଗାଡି କୁ ଜବତ କରିଥିଲେ ପଙ୍କଜ କୁମାର ଆଜି କଲି ର ସମାଜ ସେବୀ ମଣିଷ ନୁହାନ୍ତି ଆଜି କି ଗତ 20 ବର୍ଷ ହେଲାଣି ସିଏ ଏହି ସମାଜ ସେବା କାମ କରି ଆସୁଛନ୍ତି କଟକ ପାରାଦ୍ୱୀପ ରାସ୍ତା ରେ ଅଜଣା ବେକ୍ତି ନ୍କ ଯାହାର ବି ଦୁର୍ଘଟଣା ହୁଏ ପଙ୍କଜ ବେହେରା ଘଣ୍ଟଳା ସ୍ଥଳରେ ପହଞ୍ଚି ଦୃଘଟଣା ହୋଇଥିବା ବେକ୍ତିକୁ ମେଡିକାଲ ପହଞ୍ଚିଇବା ସଂଗେ ସଂଗେ ଖର୍ଚ ବର୍ଚ୍ଚ ବହନ କରନ୍ତି ଆଉ ସିଏ ମଧ୍ୟ ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି ଟଂକଲର ଗାଡି ସହିତ ଆଜିକୁ 20 ରୁ 30 ଅକ୍ସୀଡେଣ୍ଟ ଏମିତି ଦେଖିବାକୁ ମିଳିଛି ଏହି କଟକ ପାରାଦ୍ୱୀପ ରାଜପଥରେ ଯଥା ଶୀଘ୍ର ଟକଲର ଗାଡିକୁ ବନ୍ଦ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ପ୍ରଶାସନ କୁ।

related posts

Leave a Comment