Home Breaking News / ତାଜା ଖବର ଆଜିଠାରୁ ଜାଲ ଆଇକାର୍ଡ ଧାରୀଙ୍କ ଉପରେ ପୋଲିସର ନଜର

ଆଜିଠାରୁ ଜାଲ ଆଇକାର୍ଡ ଧାରୀଙ୍କ ଉପରେ ପୋଲିସର ନଜର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ(ଗୁରୁଦତ୍ତ ମହାନ୍ତି): ଲକଡାଉନରେ କଡା ନଜର ରହିବ ପୋଲିସର। ଫେକ ଆଇକାର୍ଡ ଦେଖେଇ ଯାଉଥିବା ବ୍ୟକ୍ତିଙ୍କ ଉପରେ ଆଜିଠୁ ପୋଲିସର କଡ଼ାନଜର।ବର୍ତ୍ତମାନ ଲକଡାଉନ ସମୟରେ ରାସ୍ତାରେ ଗଡୁଛି ବେହି ଗାଡି ମଟର । ଯେତେବେବେ ପୋଲିସ କର୍ମଚାରୀ ମାନେ ଚେକିଂ କରୁଛନ୍ତି ସେତେବେଳେ ସମସ୍ତେ ନିଜର ସଂସ୍ଥା ଦ୍ୱାରା ପ୍ରଦତ୍ତ ଆଇ କାର୍ଡ ଦେଖାଉଛନ୍ତି। ଯାହାଙ୍କ ମଧ୍ୟରୁ ଅନେକ ମିଛ ଆଇ କାର୍ଡ ରହିଛି।ଅତ୍ୟାବସକୀୟ ସଂସ୍ଥା ଗୁଡିକୁ ନିଜର କର୍ମଚାରୀ ମାନଙ୍କ ସମ୍ପର୍କରେ ତଥ୍ୟ ଦେବା ପାଇଁ ନିର୍ଦେଶ ଦେଇଛନ୍ତି। ଏହା ସହ କେଉଁ ରୁଟ ରେ କେଉଁ ଦିନ କର୍ମଚାରୀ ମାନେ ଯିବା ଆସିବା କରିପାରିବେ ସେ ସମ୍ପର୍କରେ ମଧ୍ୟ ଡିସିପିଙ୍କ କାର୍ଯ୍ୟାଳୟରେ ଜଣାଇବା ପାଇଁ କହିଛନ୍ତି।

related posts

Leave a Comment