Home Breaking News / ତାଜା ଖବର ସ୍ବେଛାସେବୀଙ୍କ ଦ୍ଵାରା ରନ୍ଧା ଖାଦ୍ୟ ବଣ୍ଟନ

ସ୍ବେଛାସେବୀଙ୍କ ଦ୍ଵାରା ରନ୍ଧା ଖାଦ୍ୟ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା: କରୋନାର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହେଇ ପଡିଛି। ତା ସହିତ lock down ଓ ସପ୍ତାହନ୍ତ shut down । ଏଭଳି ପରିସ୍ଥିତି ଅସହାୟ ଲୋକ ନିଜ ପାଇଁ ଖାଇବା ଯୋଗାଡ଼ କରିବା କାଠିକର ପାଠ ହେଇ ପଡିଛି। ବର୍ତମାନ ବିଭିନ୍ନ ଗାଡି ମୋଟର ବନ୍ଦ ଥିବା ଯୋଗୁଁ ଲୋକେ ଚାଲି ଚାଲି ଯିବାକୁ ବାଧ୍ୟ ହେଉଛନ୍ତି। କିଛି ଲୋକ ଦାଦନ ଖଟି ଘର ବାହୁଡା ମଧ୍ୟ ହେଉଛନ୍ତି। ଏପରି ସ୍ଥଳେ shut down ଯୋଗୁ ରାସ୍ତା ରେ ଖାଇବାକୁ ମଧ୍ୟ ମିଳୁ ନାହିଁ। ଯଦି ଓ କୌଣସି ଠାରେ ଢ଼ାବା ଖୋଲା ରହୁଛି, ତେବେ ସେଠାରେ ଖାଇବା ପାଇଁ ଆର୍ଥିକ ସମ୍ବଳ ର ଅଭାବ ରହୁଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତ ରେ ଅସହାୟ ଲୋକ ଙ୍କ ଖାଇବା ଯୋଗେଇଦେବା ପାଇଁ ଆଗକୁ ଆସିଛନ୍ତି ବୋରିଗୁମ୍ମା ନିକଟ ବର୍ତ୍ତି ଜୟନ୍ତୀଗିରି ଗ୍ରାମ ସୁରକ୍ଷ୍ୟା ସମିତି ସଦସ୍ୟ ମାନେ । ଗତକାଲି ଦିନ ପ୍ରାୟ 12ଟା ସମୟ ରେ ଅଟୋ ଯୋଗେ ବୋରିଗୁମ୍ମା ର ବିଭିନ୍ନ ଜାଗା ବୁଲି ବୁଲି ରନ୍ଧା ଖାଦ୍ୟ ବାଣ୍ଟୁଥିବା ର ଦେଖିବାକୁ ମିଳିଥିଲା।

related posts

Leave a Comment