Home Breaking News / ତାଜା ଖବର ଅଜଣା ମହିଳାଙ୍କ ଶବ ଉଦ୍ଧାର

ଅଜଣା ମହିଳାଙ୍କ ଶବ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜୀତ ପାଣିଗ୍ରାହୀ): ଆଜି ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କଣାଗାଁ ର ଠାକୁରାଣୀ ମନ୍ଦିର ନିକଟବର୍ତ୍ତୀ ଏକ ନାଳ ରେ ଗୋଟିଏ ଅଜଣା ମହିଳା ଙ୍କ ଶବ ଭାସୁଥିବା ର ଦେଖିବାକୁ ମିଳିଥିଲା। ପୋଲିସ କୌଣସି ସୂତ୍ର ରୁ ଖବର ପାଇ ଘଟଣା ସ୍ଥଳ ରେ ପହଂଚି ଦମକଳ ବାହିନୀ ସହାୟତା ରେ ଶବ କୁ ଉଦ୍ଧାର କରିଥିଲା। ତଦନ୍ତ ପରେ ଅଧିକ ସୂଚନା ମିଳିବ ବୋଲ କହିଛି ବୋରିଗୁମ୍ମା ପୋଲିସ

related posts

Leave a Comment