Home Breaking News / ତାଜା ଖବର ବସ୍ତି ଅଞ୍ଚଳରେ ଥିବି କଂସାରୀ ପଟିଆ ବେୱାଇନି ଚିଗୁଡି ମୁଣ୍ଡ କାରବାର ଦେଖିବାକୁ ମିଳିଛି ଆଉ ମେରାଇନି ଥାନା ବାବୁ ମନକୁ ଖୋଲା ମେଲା ଚାଲିଛି

ବସ୍ତି ଅଞ୍ଚଳରେ ଥିବି କଂସାରୀ ପଟିଆ ବେୱାଇନି ଚିଗୁଡି ମୁଣ୍ଡ କାରବାର ଦେଖିବାକୁ ମିଳିଛି ଆଉ ମେରାଇନି ଥାନା ବାବୁ ମନକୁ ଖୋଲା ମେଲା ଚାଲିଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ସୁମନ ଜେନା): ପାରାଦ୍ୱୀପ ଅଞ୍ଚଳରେ ଥିବା ଷଣ୍ଢକୁଦୁ ବସ୍ତି ଠାରେ ପ୍ରକାଶ ବେହେରା ରାଧୁ ବେହେରା ଉଲାଶ ବେହେରାର ଥିବା ଚିଗୁଡି ମୁଣ୍ଡ ବେଆଇନି କାରବର ବିନା କାଗଜ ପତ୍ର ରେ ଚାଲିଛି ଚିଗୁଡି ମୁଣ୍ଡ କାରବାର ଗୁଣ୍ଡା ରଖି ଚାଲିଛି କୁଆଡେ ଚିଗୁଡି ମୁଣ୍ଡ କାରବାର ସବୁ ଦେଖି ଚୁପ କଣ ପାଇଁ ପ୍ରଶାସନ କଣ ଡରୁଛି ପଶାସନ ଯଦି ପ୍ରଶାସନ ଡରୁନି ସେହି 3 ଭଦ୍ର ବେକ୍ତିନ୍କ ଚିଗୁଡି ମୁଣ୍ଡ କାରବାର ଉପରେ ମେରାଇନି ଥାନା ବାବୁ ମନେ ଚଢ଼ାଉ କରୁନାହାନ୍ତି କଣପାଇଁ ନା ପଇସା ଖାଇ ଚୁପୁ ରାହୁଛନ୍ତୁ ଥାନା ବାବୁ ମନେ ନା ଏମାନଙ୍କୁ ସାହାଯ୍ୟ କରୁଛି କିଏ କିନ୍ତୁ ଯାହା କୁହ 3 ଭଦ୍ର ବେକ୍ତି ନ୍କ କଥା ଖୁଲ୍ମ ଖୁଲା ଦେଉଛନ୍ତି ମେରାଇନି ଥାନା ବାବୁ ମାନଙ୍କୁ ଚଲେଜ ଖାଲି ଭଦ୍ର ବେକ୍ତି କହିଲେ ବୋଧେ କାମ ପଡିଜିବ ସେହି 3 ଜଣଙ୍କୁ ଆମେ ଏଠାରେ କହି ରଖୁଛୁ ସେହି ବସ୍ତି ରେ ରହୁ ଥିବା ଲୋକ ମାନେ ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ ଏତେ ମାତ୍ର ରେ ଗନ୍ଧ ମଧ୍ୟ ହଉଛି ଆମେ ମନେ ସେଠାରେ ବସ ବାସ କରିପାରୁ ନାହୁଁ ଆମେ ବହୁଥର ମେରାଇନି ଥାନରେ ଅଭିଯୋଗ ମଧ୍ୟ କରିଛୁ କିନ୍ତୁ ପଇସା ଖାଇ କୁଆଡେ ଥାନା ବାବୁ ମନେ ପୁରା ପୁରୀ ଚୁପୁ ବା ବା ରେ ପ୍ରଶାସନ ହଁମ ଆମ ଚନେଲର ସାମ୍ବାଦିକ ସୁମନ ଜେନା ମଧ୍ୟ ଯାଇ ଥାନା ର iic କୁ ଭେଟିଥିଲେ ଆଉ ପଚାରିଥିଲେ ବି ମଧ୍ୟ କିନ୍ତୁ iic କହିଥିଲେ ଆମେ ତଦନ୍ତ କରୁଛୁ ତଦନ୍ତ ପରେ ଜଣା ପଡିବ ସତ୍ ସତ୍ୟ ଆମେ ଏଠାରେ ଆଉ ଥରେ କହିରଖୁଛୁ ସେହି 3 ଜଣ ଭଦ୍ର ବେକ୍ତିଙ୍କ ନାମ ପ୍ରକାଶ ବେହେରା ରାଧୁ ବେହେରା ଉଲାଶା ବେହେରା ଆମ ଏଠାରେ ଆଉ ଗୋଟେ କଥା କହି ରଖୁଛୁ ଆମ ଚନେଲର ସାମ୍ବାଦିକ କୁ ମଧ୍ୟ ପଇସାର ଲୋଭ ଦେଖାଇ ଥିଲେ ସେହି 3 ଜଣ ଭଦ୍ର ବେକ୍ତି କହିଥିଲେ ଆମେ ତୁମକୁ ପତି ମାସକୁ 5000 ହଜାର ଟଙ୍କା ଦବୁ ତୁମେ ଏ କେସେକୁ ଚାପି ଦିଅ ବୋଲି ଆମେ ପଶାସନ କୁ ଅନୁରୋଧ କରୁଛୁ ଯେ ସେହି 3 ଭଦ୍ର ବେକ୍ତି ନ୍କ ଓ ଗୁଣ୍ଡାନ୍କ ଚିଗୁଡି ମୁଣ୍ଡ ବେଆଇନି କାରବାର କୁ ଯଥା ଶୀଘ୍ର ଚଢ଼ାଉ କରନ୍ତୁ ବୋଲି

related posts

Leave a Comment