Home Breaking News / ତାଜା ଖବର ଆଜି ଫୁଲବାଣୀରୁ ୧୦ ଓ ଜିଲ୍ଲାରେ ୭୫ ନୂତନ କରୋନା ପଜିଟିଭ ଚିହ୍ନଟ

ଆଜି ଫୁଲବାଣୀରୁ ୧୦ ଓ ଜିଲ୍ଲାରେ ୭୫ ନୂତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ କରେ। ନା ପଜିଟିଭ ସଂଖ୍ଯା କମିବାର ନା ନେଉନି । ସୋମବାର ପୁଣି ଜିଲ୍ଲାରେ ୭୫ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ସହରରୁ ଆଜି ୧୦ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ବ୍ଲକ୍ର ମାତ୍ର ଜଣେ ଚିହ୍ନଟ ହୋଇଛନ୍ତି ।
ସେହିପରି ବାଲିଗୁଡ଼ା ସହରରୁ ଜ6ଣ, ,ଦ।ରିଙ୍ଗବାଡି୫,ଜଉଦୟଗିରି ୪,କନୁଆଗାଁ ୪.ଖଜୁରିପଡା ୨, ଫିରିଙ୍ଗିଆ ୮, ତୁମୁଡିବନ୍ଧ ୧୦,ଟିକା ବାଲିରୁ ୮ଜଣ , କୋଟଗଡ ୬ ଓ ଚକାପାଦ ରୁ ୧୧ଜଣ ଓ ରାଇକିଆ ୩ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
ଫଳରେ ଦିନକୁ ଦିନ ସହରରେ କରେ ନା ପଜିଟିଭ ଙ୍କ ସଂଖ୍ୟା ବଢୁଥିବା କାରଣରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ମଧ୍ୟ ବଢି ଚାଲିଥିବା ଦେଖିବାକୁ ମିଳୁଛି ।
ତେବେ ଫୁଲବାଣୀ ସହରରେ ବର୍ଦ୍ଧିତ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦେଖି ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଲେଣି ।
ଆଜିର ୭୫ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୬୬୮ଜଣପଜିଟିଭ ରୋଗୀ ଚିକିତ୍ସିତ ହେଉଥିବା କଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ପୂର୍ବରୁ ମିଶାଇ ଏ ଯାଏ ୭୧୮୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ୬୪୮୬ ଜଣ ସୁସ୍ଥ ହୋଇ ସାରିଥିବା ଜିଲା ସୁଚନା ଓ ଲୋକସଂପର୍କ ବିଭାଗ ଅଧିକାରି କହିଛନ୍ତି ।

related posts

Leave a Comment