Home Breaking News / ତାଜା ଖବର ସମ୍ବାଦିକତା ନାମରେ କଳଙ୍କ: ଗିରଫ ହେଲେ ୩ ନକଲି ସମ୍ବାଦିକ

ସମ୍ବାଦିକତା ନାମରେ କଳଙ୍କ: ଗିରଫ ହେଲେ ୩ ନକଲି ସମ୍ବାଦିକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ନିଗମାନନ୍ଦ ଦାଶ): ସମ୍ବାଦିକତା ନାମରେ କଳଙ୍କ..ଗିରଫ ହେଲେ ୩ ନକଲି ସମ୍ବାଦିକ.. ଘଟଣା ଟି ଘଟିଛି ଜଗତ୍ସିଂପୁର ଜିଲା କୁଜଙ୍ଗ ଥାନାରେ.. ସୂଚନା ଅନୁସାରେ ଗତକାଲି କୁଜଙ୍ଗ ଥାନା IIC ପାରୋ ଟୁଡୁ ଙ୍କୁ ଜଣେ ବ୍ୟକ୍ତି ଫୋନ୍ କରି ସଟ୍ ଡାଉନ୍ ରେ ଏକ ନିର୍ଧିଷ୍ଟ ବ୍ୟବସାୟ ର ମାଇକି ପ୍ରଚାର କରିବା ପାଇଁ ପରମିଶନ୍ ମାଗିଥିଲେ..ମାତ୍ର ସଟ୍ ଡାଉନ୍ ରେ ମାଇକ୍ ପାଇଁ ପରମିଶନ୍ ଦେଇ ହବନି ବୋଲି IIC ସିଧାସଳଖ ମନା କରିଦେଇଥିଲେ..ଏଥିରେ ଉତଖିପ୍ତ ହୋଇ ରାତ୍ର ପ୍ରାୟ ୧୧ଟା ସମୟ ରେ ଆକଣ୍ଠ ମଦ୍ୟପାନ କରି ୩ଜଣ ବ୍ୟକ୍ତି ଯଥା.. ଗଗନ ସ୍ବାଇଁ,ପଂକଜ କୁମାର ମହାପାତ୍ର,ସଂଗ୍ରାମ କିଶୋର ପଟନାୟକ ହଠାତ୍ ଏକ OR14 U 4545 ନଂବର୍ ଫୋଡ୍ କାର ଧରି ଥାନା ପରିସର ମଧ୍ୟ କୁ ସିଧାସଳଖ କାର ପୁରାଇ..ଉଛ ସ୍ବର ରେ ଗାଡି ର ମ୍ୟୁଜିକ୍ ବଜାଇ ଡିଉଟି ରେ ଥିବା ସେଣ୍ଟ୍ରି କୁ ଖରାପ ଭାଷା ରେ ଗାଳି ଗୁଲଜ କରିବା ସହ ତୋ IIC କୁ ଡାକ୍ ବୋଲି କହିଥିଲେ..ଥାନାରେ ଏପରି ବିଶୃଂଖଳା ନକରିବା ପାଇଁ କାର୍ଯ୍ୟରତ ସେଣ୍ଟ୍ରି ମନା କରିବାରୁ ତାଙ୍କୁ ଧକ୍କା ମଧ୍ୟ ମାରିଥିଲେ.. ପାଟିତୁଣ୍ଡ ଶୁଣି IIC ହସ୍ତଖେପ କରିବାରୁ ତାଙ୍କୁ ମଧ୍ୟ ଅଶାଳିନ ଭାଷାରେ ଗାଳିଗୁଲଜ କରିବା ସହ,ଆମେ ବଜ୍ରକୀଳା ର ସାମ୍ବାଦିକ,ତୁ ଆମର କଣ କରିବୁ ବୋଲି କହିଥିଲେ..ପରିସ୍ଥିତି ଅଣାୟତ ହେବାରୁ ଷ୍ଟାଫ୍ ଙ୍କ ଦ୍ବାରା ମଦୁଆ ସାମ୍ବାଦିକ ଙ୍କୁ ଆୟତ କରି ଥାନାରେ ଅଟକ ରଖାଯାଇଥିଲା..ଆଜି ଅଭିଯୋଗ କାରି ତଥା କୁଜଙ୍ଗ ଥାନା ଷ୍ଟାଫ୍ ଜଗନ୍ନାଥ ଖିଲା ଙ୍କ ଅଭଯୋଗ କ୍ରମେ Ps case no..160/21 ରେ କୁଜଙ୍ଗ ଥାନା ରେ ଏକ ମୋକଦ୍ଧମା ରୁଜୁ କରାଯାଇ under section 341,294,323,354,332,353,506,420,34 IPC,ଅନୁଯାୟୀ ଅଭିଯୁକ୍ତ ମାନଙ୍କୁ ଜେଲ୍ ହାଜତ୍ କୁ ପଠାଇ ଦିଆଯାଇଛି…ଏବଂ ବ୍ୟବହୃତ କାର କୁ ମଧ୍ୟ ପୋଲିସ୍ ଜବତ୍

related posts

Leave a Comment