Home Breaking News / ତାଜା ଖବର ବ୍ରହ୍ମପୁରରେ କରୋନା ନେଲା ପ୍ରଥମ ଶିଶୁର ମୁଣ୍ଡ

ବ୍ରହ୍ମପୁରରେ କରୋନା ନେଲା ପ୍ରଥମ ଶିଶୁର ମୁଣ୍ଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର: ବ୍ରହ୍ମପୁରରେ କୋରନା ନେଲା ପ୍ରଥମ ଶିଶୁର ମୁଣ୍ଡ। ହାଉସିଙ୍ଗ ବୋର୍ଡ ର କୈଳାଶ ନାୟକ(୧୦) ନାୟକ ଜଣେ ଶିଶୁ କୋଭିଡରେ mkcg ରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।ଉକ୍ତ ଛୁଆ କୁ ହେମୋ ଫିଲିଆ ପୂର୍ବରୁ ଥିବା ତାଙ୍କ ବାପା କହିଲେ ଗତକାଲି MKCG ରେ କୋଭିଡ ପୋଜିଟିଭ ଆସିଥିବା ନେଇ ବାପା ସୂଚନା ଦେଲେ । ହେମୋଫେଲିଆ ଏକ ରୋଗ ଯେଉଁ ରୋଗରେ କି ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ହୋଇ ରକ୍ତ ବାହାରେ ତେବେ ତାହା ଆଦୌ ବନ୍ଦ ହୁଏ ନାହିଁ । ଏହି ରୋଗର ଚିକିତ୍ସା ନାହିଁ । ଯଦି ବା ବିଦେଶରେ ଅଛି ଏହା ବହୁତ୍ ଖର୍ଚ୍ଚାନ୍ତ । ଶିଶୁ ଧୀରେ ଧୀରେ ବଡ ହେଲେ ରୋଗର ଜଟୀଳତା ବଢ଼ିଥାଏ ବୋଲି ଡାକ୍ତର ପକ୍ଷରୁ ସୂଚନା ।

related posts

Leave a Comment