Home Breaking News / ତାଜା ଖବର ବମ୍ବେଇ ଲଡୁରୁ ନିଆଁ
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମଗିରି(ଚିତ୍ତରଞ୍ଜନ ମହାନ୍ତି): ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣ ପ୍ରସାଦ ବ୍ଲକ ବ୍ରହ୍ମଁପୁର ଗ୍ରାମରେ ବମ୍ବେଇ ଲଡୁ କୁ ନେଇ ଆରମ୍ଭ ହୋଇଥିବା ବିବାଦ ଆଜି ଉଗ୍ରରୁପ ନେଇଛି,ଗାଁ ରୁ ୪୦ଟି ଦଳିତ ପରିବାର ପ୍ରଜାକୋଟ ର ଧମକ ରେ ଭୟଭୀତ ହୋଇ ଗାଁ ଛାଡି ଚାଲିଯାଇଥିଲେ,ଏ ଘଟଣା ଗଣମାଧ୍ୟମରେ ପ୍ରଚାର ହେବାପରେ,ଗାଁ ରେ ଥିବା ୬ଟି ପରିବାର ର ଚାଳଛପର ଘର କୁ ଦୃବୁତ୍ ମାନେ ନିଆଁ ଲଗାଇ ପୋଡି ପାଉଁଶ କରିଦେଇଛନ୍ତି, କୃଷ୍ଣ ପ୍ରସାଦ ରେ ଆଇନ ଶୃଙ୍ଖଳା ପରିସ୍ଥିତି ଏକ ପ୍ରକାର ଭୁଶୁଡ଼ି ପଡିଛି ,ରାଜ୍ୟ ରେ ମୋ ସରକାର , 5T କାର୍ଯ୍ୟ କରୁଥିବା ବେଳେ, କୃଷ୍ଣ ପ୍ରସାଦ ରେ ପ୍ରଜାକୋଟ କାର୍ଯ୍ୟ କରୁଛି ,ରାଜ୍ୟ ସରକାରଙ୍କ ପାରିବା ପଣିଆ ସ୍ପଷ୍ଟ ବାରିହୋଇ ପଡୁଛି,ଦେଖିବାକୁ ବାକିରହିଲା ,ରାଜ୍ୟ ସରକାରଙ୍କ ନିଦ କେବେ ଭାଙ୍ଗୁଛି,ଦଳିତ ପରିବାର କେବେ ପାଉଛି ନ୍ୟାୟ ।

related posts

Leave a Comment