Home Breaking News / ତାଜା ଖବର କରୋନା ରୋଗୀଙ୍କୁ ପ୍ରଶାସନ ପକ୍ଷରୁ କଲେ ଶବ ସତ୍କାର

କରୋନା ରୋଗୀଙ୍କୁ ପ୍ରଶାସନ ପକ୍ଷରୁ କଲେ ଶବ ସତ୍କାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): ସୁବର୍ଣ୍ଣପୁର ଜିଲ୍ଳା ବିନିକା ବ୍ଳକ ଅଧିନସ୍ତ କଇଁନ୍ତରା ପଞ୍ଚାୟତ ବାଞ୍ଜିପାଲି ଗ୍ରାମ ନିଦ୍ରା ତାଣ୍ଡିଆ (୭୦) ଜିଲ୍ଲା କୋଭିଡ ହସ୍ପିଟାଲ ରେ ଚିକିତ୍ସା ଧିନ ଅବସ୍ତା ରେ ମୃତ୍ୟୁ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ସ୍ୱର୍ଗତ ତାଣ୍ଡିଆ ଅସୁସ୍ଥ ଅନୁଭବ କରିବାରୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରି ଥିଲେ ।ତାଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ଓ ନମୁନା ପୋଜିଟିପ ଥିବା ରୁ ସୋନପୁର ଜିଲ୍ଲା କୋଭିଡ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରିଥିଲେ ।

ଜିଲ୍ଲା କୋଭିଡ ହସ୍ପିଟାଲ ରୁ ମୃତ୍ୟୁ ହେବାପରେ ମୃତ ଦେହ କୁ ବିନିକା ପଠାଇ ଥିଲେ ।
, ବିନିକା ଏନଏସି ଭା୍ରାପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ନାଏକ , ବିନିକା ବ୍ଳକ ଏସଡିସି ରଞ୍ଜନ ସ୍ବାଇଁ ,ବିନିକା ଏନଏସି କର୍ମଚାରୀ ସନ୍ତୋଷ ଵନଛୋର,ରାମ ଗୋପାଳ ବାଗ , ପ୍ରମୁଖ ତାଙ୍କ ପୁତ୍ର ରଞ୍ଜନ ତାଣ୍ଡିଆ ସହ ପରିବାର ୩ ଜଣ ଲୋକଙ୍କୁ ବିନିକା ଏନଏସି ପକ୍ଷରୁ ପିପି କିଟ୍ ଦେଇ ବିନିକା ଐତିହାସିକ ପାପ କ୍ଷୟ ଘାଟ ମହାନଦୀ ଠାରେ ଶବସଂସ୍କାର କରାଇଥିବା ଜଣାପଡିଛି

related posts

Leave a Comment