Home Breaking News / ତାଜା ଖବର 45 ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ ଦ୍ୱିତୀୟ ଡୋଜ ଟୀକା

45 ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ ଦ୍ୱିତୀୟ ଡୋଜ ଟୀକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସିନ୍ଦୁରପୁର(ନିରଞ୍ଜନ ପାଢ଼ୀ): ଆଜି ଛତ୍ରପୁର ବ୍ଲକ ଅନ୍ତର୍ଗତ ସିନ୍ଦୁରପୁର ଗ୍ରାମ ରେ ଟୀକାକରଣ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ l 45 ବର୍ଷ ରୁ ଉର୍ଦ୍ଧ ବୟସଙ୍କ 6 ରୁ 8 ସପ୍ତାହ ଅବଧି ରେ 2ୟ ଡୋଜ ଦିଆଯିବ ବୋଲି ପ୍ରଶାସନ ଅନୁମତି ଦେଇଛନ୍ତି l ତେଣୁ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁନିସିପେଣ୍ଠ, ସିନ୍ଦୁରପୁର, କାଳୀପଲ୍ଲୀ ରେ ଟୀକା କରଣ ଚାଲିଛି l ଉକ୍ତ କାର୍ଯ୍ୟକ୍ରମ ରେ ବିଡ଼ିଓ ଅମ୍ବିକା ପ୍ରସାଦ ଦାସ, ମେଡିକାଲ ଅଫିସର ଜ୍ଞାନେନ୍ଦ୍ର କୁମାର ପାତ୍ର, ଡା. ସନ୍ତୋଷିନୀ ସେଠି, ଡା. ଇସାନୀ ଖଣ୍ଡୁଆଳ ଉପସ୍ଥିତ ଥିଲେ l ପୂର୍ବତନ ସରପଞ୍ଚ ସୋମନାଥ ବେହେରା, ଯୁଧିଷ୍ଠିର ମାହାଙ୍କୁଡ, ସମସ୍ତ ପ୍ରକାର ସହଯୋଗ କରିଥିଲେ ଲ

related posts

Leave a Comment