Home Breaking News / ତାଜା ଖବର ବିନିକା ଆଞ୍ଚଳିକ ସାମ୍ବାଦିକ ସଂଘର ସାମ୍ବାଦିକ ଗଣ ନେଲେ କୋରୋନା ଟିକା

ବିନିକା ଆଞ୍ଚଳିକ ସାମ୍ବାଦିକ ସଂଘର ସାମ୍ବାଦିକ ଗଣ ନେଲେ କୋରୋନା ଟିକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁବର୍ଣ୍ଣପୁର(ମାନସ ମଲ୍ଲିକ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୋଷ୍ଠୀ କେନ୍ଦ୍ରରେ ଟୀକା ନେଲେ ଆଞ୍ଚଳିକ ସାମ୍ବାଦିକ ସଂଘ ର ସାମ୍ବାଦିକ,ଆଜି ସନ୍ଧ୍ୟା
ସମୟରେ ବିନିକା ଅଞ୍ଚଳିକ ସାମ୍ବାଦିକ ସଂଘର ସୀକୃତି ପାପ୍ତ ସଦସ୍ୟ ଙ୍କ ସହ ମୋଟ ୧୭ ଜଣ ସାମ୍ବାଦିକ ଟୀକା ନେଇଥିଲେ । ଏଥିରେ ୩ ଜଣ ସାମ୍ବାଦିକ
ଦ୍ଵିତୀୟ ଟୀକା ନେଉଥିବା ବେଳେ ୧୪ ଜଣ ସାମ୍ବାଦିକ ପ୍ରଥମ ଡୋଜ କୋରୋନା ଟୀକା ନେଇଛନ୍ତି । ସମସ୍ତ ସାମ୍ବାଦିକ ମାନେ ଏକତ୍ରିତ ହୋଇ ଟୀକା ନେଉଥିବା ବେଳେ ସମସ୍ତ ଙ୍କ ମୁହଁର ରେ ଉତ୍ସାହ ଦେଖିବାକୁ ମିଳିଥିଲା । ରାଜ୍ୟ ସରକାର ଙ୍କ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମୁଖୈ ଯୋଦ୍ଧା ଘୋଷଣା କରିବା ସହ ପ୍ରାଥମିକ ଭାବରେ ଟୀକା ଦେବାର ବ୍ୟବସ୍ଥା କରିଥିବାରୁ ସାମ୍ବାଦିକ
ଅକ୍ଷୟ ପୂଜାରୀ,ଦୀଲ୍ଲିପ ସାହୁ, ସଂଗ୍ରାମ ଶେଖର ହୋତା, ଅଶୋକ ପଣ୍ଡା , ଓ ନରସିଂହ ପ୍ରଧାନ ସମସ୍ତ ଆଞ୍ଚଳିକ ସାମ୍ବାଦିକ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ କୁ ପ୍ରଶଂସା କରିଥିଲେ ।

related posts

Leave a Comment