Home Breaking News / ତାଜା ଖବର ସାଲେପୁରରେ ଦେଖା ଦେଲା ଚିତା ବାଘ: ଲୋକେ ଆତଙ୍କିତ

ସାଲେପୁରରେ ଦେଖା ଦେଲା ଚିତା ବାଘ: ଲୋକେ ଆତଙ୍କିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋତ୍ସ୍ନା ରାଣୀ ସିଂହ): ଆଜି ସାଲେପୁର ବ୍ଲକ କଟକ ଚାନ୍ଦବାଲି ରାସ୍ତା ନାନ୍ଦୋଳ ଗଡା ନିକଟରେ ଆଜି ମଧ୍ୟାହ୍ନ ସମୟରେ ଏକ ବଣ ବୁଦାମୁଳେ ଚିତା ବାଘ ବୁଲୁଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ। ବାଘ ଟି ଏଣେତେଣେ ବୁଲୁଥିବା ବେଳେ ଲୋକ ମାନେ ତା ଉପରେ ନଜର ରଖିବା ସହ ବନ ବିଭାଗ କୁ ଖବର ଦେଇଛନ୍ତି। ବର୍ତମାନ ସୁଦ୍ଧା ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ନଥିବା ବେଳେ ସାଲେପୁର ଅଞ୍ଚଳ ରେ ଚିତା ବାଘ ଦେଖା ଦେବା ପ୍ରଥମ ଘଟଣା ହୋଇଥିବା ରୁ ସ୍ଥାନୀୟଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି

related posts

Leave a Comment