Home Breaking News / ତାଜା ଖବର ୨ ଦିନରେ ଅମାନିଆ ଗଣିଲେ 40 ହଜାର ଟଙ୍କା

୨ ଦିନରେ ଅମାନିଆ ଗଣିଲେ 40 ହଜାର ଟଙ୍କା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଙ୍କ ନେତୃତ୍ବରେ ଗତ 2ଦିନ ମଧ୍ୟରେ ପଟଣାଗଡ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଥିବା ସମୟରେ ଅମାନିଆ ଙ୍କ ଠାରୁ 40ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି । lockdown ସମୟରେ କିଛି କାମ ନଥାଇ ଘରୁ ବାହାରକୁ ବୁଲି ବାହାରିବା ସମୟରେ ଏହି ଜରିମାନା ଆଦାୟ କରାଯାଇଛି । ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଗକୁ ଅମାନିଆ ଙ୍କ ବିରୁଦ୍ଧରେ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିମୟ ଭୁକ୍ତା କହିଛନ୍ତି । ଯାଞ୍ଚ ସମୟରେ ପୋଲିସ ତାରଫରୁ ଥାନା ର ସେକେଣ୍ଡ ଅଫିସର ଵିଦେଶୀ ପ୍ରଧାନ,ଜୟନ୍ତ ପାଢ଼ୀ ଙ୍କ ସହ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

related posts

Leave a Comment